Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ
ଆଜିର ଖବର

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Maa Tara Tarini Temple
Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

Maa Tara Tarini Temple: ଓଡ଼ିଶା ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ  ମା’ ତାରା ତାରିଣୀ ମନ୍ଦିର ପରିଦର୍ଶନ କରି ସେଠାରେ ଚାଲିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଦକ୍ଷିଣ ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ (CCE), ଗଞ୍ଜାମ-୨ (R&B)ର ଅଧୀକ୍ଷଣ ଯନ୍ତ୍ରୀ (SE) ଏବଂ ପୁରୁଷୋତ୍ତମପୁରର କାର୍ଯ୍ୟନିର୍ବାହୀ ଅଧିକାରୀ (EO) ତଥା ତହସିଲଦାର ସାମିଲ ଥିଲେ।

ଏହି ଗସ୍ତ ସମୟରେ ଅଧିକାରୀମାନେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ଅନୁଧ୍ୟାନ କରିବା ସହ ମନ୍ଦିର ପରିସରର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ମାଷ୍ଟର ପ୍ଲାନ୍ ଏବଂ ଆଗାମୀ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରିଥିଲେ।

ସେହିପରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧା ସୁଯୋଗର ସୁଦୃଢ଼ୀକରଣ, ଏହି ଐତିହାସିକ ପୀଠର ଐତିହ୍ୟ ଓ ପବିତ୍ରତା ରକ୍ଷା ଏବଂ ଭକ୍ତମାନଙ୍କ ପାଇଁ ସାମଗ୍ରିକ ତୀର୍ଥଯାତ୍ରା ଅନୁଭୂତିକୁ ଉନ୍ନତ କରିବା ଉପରେ ଆଲୋଚନା କରାଯାଇ ଥିଲା। ମନ୍ଦିରର ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ବଜାୟ ରଖିବା ସହିତ ଏହାର ଦୀର୍ଘମିଆଦୀ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏହି ଗସ୍ତ ସମୟରେ ସମୀକ୍ଷା କରାଯାଇଥିଲା।

Maa Tara Tarini Temple ମାଁ ତାରାତାରିଣୀ ମନ୍ଦିର ସଞ୍ଜୟ ସିଂ ଆଇଏଏସ
Share. Facebook Twitter LinkedIn Email WhatsApp Copy Link

Related Posts

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026
Latest News

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026

ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି ଭାରତ: ଆଶ୍ଚର୍ଯ୍ୟ କରିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ

September 28, 2026

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.