Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଆସନ୍ତାକାଲିଠୁ ଟ୍ରେନ୍ ସେବା ବାତିଲ୍, ଦେଖନ୍ତୁ ତାଲିକା
ଆଜିର ଖବର

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଆସନ୍ତାକାଲିଠୁ ଟ୍ରେନ୍ ସେବା ବାତିଲ୍, ଦେଖନ୍ତୁ ତାଲିକା

November 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାସେଞ୍ଜର ଟ୍ରେନ୍ ବାତିଲ୍
ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଆସନ୍ତାକାଲିଠୁ ଟ୍ରେନ୍ ସେବା ବାତିଲ୍, ଦେଖନ୍ତୁ ତାଲିକା

ଭୁବନେଶ୍ୱର: ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଦୃଷ୍ଟିରୁ, କାର୍ଯ୍ୟଗୁଡ଼ିକର ସୁରକ୍ଷିତ ଓ ସୁଚାରୁ ସମ୍ପାଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ତାରିଖରେ କିଛି ଟ୍ରେନ୍ ସେବା ବାତିଲ ରହିବ।

ନଭେମ୍ବର ୩ ରେ ବାତିଲ୍:

୨୨୮୬୧ ହାୱଡା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍

୧୮୧୦୭ ରାଉରକେଲା-ଜଗଦଲପୁର ଇଣ୍ଟରସିଟି

୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ୍

୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ୍

୨୨୮୩୯ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି

୨୨୮୪୦ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି

ନଭେମ୍ବର ୪ ରେ ବାତିଲ୍:

୨୨୮୬୨ କଣ୍ଟାବାଞ୍ଜି-ହାୱଡା ଇସ୍ପାତ ଏକ୍ସପ୍ରେସ୍

୧୮୧୦୮ ଜଗଦଲପୁର-ରାଉରକେଲା ଇଣ୍ଟରସିଟି

ଯାତ୍ରୀମାନେ NTES / IRCTC ୱେବସାଇଟ ଦେଖି ଯାତ୍ରା କରନ୍ତୁ।

ଚକ୍ରଧରପୁର ଡିଭିଜନ ଟ୍ରେନ୍ ସେବା ବାତିଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026

୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

November 2, 2026

ହାଇଦ୍ରାବାଦରେ ଜନସ୍ୱାସ୍ଥ୍ୟ ଉପରେ ଆଦିବାସୀ ଚିକିତ୍ସକଙ୍କ ଜାତୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ

November 2, 2026
Latest News

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026

୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି

November 2, 2026

ହାଇଦ୍ରାବାଦରେ ଜନସ୍ୱାସ୍ଥ୍ୟ ଉପରେ ଆଦିବାସୀ ଚିକିତ୍ସକଙ୍କ ଜାତୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ

November 2, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଆସନ୍ତାକାଲିଠୁ ଟ୍ରେନ୍ ସେବା ବାତିଲ୍, ଦେଖନ୍ତୁ ତାଲିକା

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.