OAS Reshuffles: ଆଜି ରାଜ୍ୟ ସରକାର ନଅ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ତିନିଜଣଙ୍କର ପୂର୍ବ ବଦଳିରେ ବାତିଲ କରାଯାଇଛି। ଯେଉଁମାନଙ୍କ ବଦଳି ହୋଇଛି ସେମାନେ ହେଲେ ଏମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।