Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋ ବ୍ୟାକ୍‌ ମୋଦି : ମୋଦିଙ୍କ କଲିକତା ଗସ୍ତକୁ ଛାତ୍ର ସଙ୍ଗଠନ ଏସ୍‌ଏଫ୍‌ଆଇର ବିରୋଧ
ଆଜିର ଖବର

ଗୋ ବ୍ୟାକ୍‌ ମୋଦି : ମୋଦିଙ୍କ କଲିକତା ଗସ୍ତକୁ ଛାତ୍ର ସଙ୍ଗଠନ ଏସ୍‌ଏଫ୍‌ଆଇର ବିରୋଧ

January 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଛାତ୍ରସଙ୍ଗଠନ ଷ୍ଟୁଡେଣ୍ଟସ୍‌ ଫେଡେରସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁଇ ସଙ୍ଗଠନ ନେତାଜୀ ସୁଭାଷ ବୋଷ ଅନ୍ତରାର୍ଷ୍ଟ୍ରୀୟ ବିମାନବନ୍ଦର ଓ ସଡକରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ସୋସିଆଲ ମିଡିଆରେ ହ୍ୟାଜ୍‌ଟ୍ୟାଗ୍‌ ଗୋବ୍ୟାକ୍‌ମୋଦିର ଏକ ଅଭିଯାଜନ ଚଲାଇଛନ୍ତି, ଯେଉଁଥିରେ ଲୋକଙ୍କୁ ଏୟାରପୋର୍ଟ ରୋଡ ଓ ଭିଆଇପି ରୋଡରେ ବିରୋଧ କରିବା ପାଇଁ ପହଞ୍ଚିବାକୁ କୁହାଯାଇଛି ।  ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନେ ରାସ୍ତା ଖାଲି କରାଯିବା ସହିତ ପ୍ରଦର୍ଶନର ସମ୍ଭାବନା ଥିବାରୁ ସଡକରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ମୋଦି ଏହି ଗସ୍ତରେ କୋଲକତାର ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଚାରି ଐତିହାସିକ କୋଠାକୁ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । (ଏଜେନ୍ସି)

narendr modi
Share. Facebook Twitter LinkedIn Email WhatsApp Copy Link

Related Posts

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025

ଛଅଟି ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ପ୍ରଦର୍ଶିତ, ସବୁଠି ଭାବବିହ୍ୱଳ ହେଲେ ଦର୍ଶକ

December 13, 2025

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

December 13, 2025

ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର

December 13, 2025
Latest News

ତିରୁବନନ୍ତପୁରମରେ ବିଜେପିର ବିଜୟ: ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲା ବାମପନ୍ଥୀ ଦଳ

December 13, 2025

ଛଅଟି ଦେଶରେ ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’ ପ୍ରଦର୍ଶିତ, ସବୁଠି ଭାବବିହ୍ୱଳ ହେଲେ ଦର୍ଶକ

December 13, 2025

‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

December 13, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025

ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.