ଆମାଜନର ନୂଆ ଧାରାବାହିକ “ସିଟାଡେଲ”ରେ ଅଭିନୟ କରିବେ ପ୍ରିୟାଙ୍କା ଚୋପ୍ରା

Published: Jan 15, 2020, 12:03 pm IST

ଆମାଜନର ବହୁଚର୍ଚ୍ଚିତ ଧାରାବାହିକ “ସିଟାଡେଲ”ରେ ଭାରତୀୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ବିଶିଷ୍ଟ ଅଭିନେତା ରିଚାର୍ଡ ମାଦେନ ଅଭିନୟ କରିବେ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ପ୍ରିୟାଙ୍କା ଇତିମଧ୍ୟରେ ବହୁ ଆନ୍ତର୍ଜାତିକ ସିନେମା ଓ ଧାରାବାହିକରେ ଅଭିନୟ କରି ନିଜର ପତିଆରା ସୃଷ୍ଟି କରିସାରିଛନ୍ତି। ପ୍ରିୟାଙ୍କା ଓ ତାଙ୍କ ସ୍ଵାମୀ ନିକ ଜୋନାସ ମିଳିତ ଭାବରେ ଏକ “ସଙ୍ଗୀତ” ଆଲବମ କରିବେ ବୋଲି ମଧ୍ୟ ସୂଚନା ମିଳୁଛି। (ଏଜେନ୍ସି)

Related posts