Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜେଟ୍‌ ମୁଖ୍ୟାଂଶ : 1 ଲକ୍ଷ ଗ୍ରାମପଞ୍ଚାୟତକୁ ମିଳିବ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ
ଆଜିର ଖବର

ବଜେଟ୍‌ ମୁଖ୍ୟାଂଶ : 1 ଲକ୍ଷ ଗ୍ରାମପଞ୍ଚାୟତକୁ ମିଳିବ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ

February 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଶନିବାର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରାଯାଇଥିବା ବେଳେ ବୈଷୟିକ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଯେପରିକି ଗୁଗୁଲ, ଫେସ୍‌ବୁକ୍‌, ଟିକ୍‌ଟକ୍‌, ବିଭିନ୍ନ ମେଲ୍‌ ଏବଂ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଗୁଡିକ ଭାରତୀୟ ସର୍ଭରରେ ନିଜର ସମସ୍ତ ତଥ୍ୟ ଷ୍ଟୋର କରିବେ । ତଥ୍ୟ ଗୁଡିକ ଦେଶ ମଧ୍ୟରେ ଗଚ୍ଛିତ ରଖାଯିବ । ଭାରତ ନେଟ୍‌ ଯୋଜନା ଜରିଆରେ ଦେଶର ଏକ ଲକ୍ଷ୍ୟ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଏହା ସହିତ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି, ପୋଷ୍ଟ ଅଫିସ୍‌ ଏବଂ ପୋଲିସ୍‌ ଥାନାରେ ମଧ୍ୟ ବ୍ରଡବ୍ୟାଣ୍ଡ ସଂଯୋଗ କରାଯିବ । ଦେଶରେ ସ୍ମାର୍ଟ ପ୍ରିପେଡ ମିଟର ଲଗାଯିବ । ଆୟୁଷ୍ମାନ ଭାରତ ଯୋଜନାରେ ଏଆଇ ଏବଂ ଏମ୍‌ଏଲ୍‌ ପ୍ରଣୟନ କରାଯିବ । ଆଧାର ଅନୁଯାୟୀ ସିଧାସଳଖ ପ୍ରଦାନ କରାଯିବ । ଆଧାର କାର୍ଡ ଥିଲେ ଅନ୍ୟ କୌଣସି ଯାଞ୍ଚ ବ୍ୟତିରେକ ସିଧାସଳଖ ପ୍ୟାନ୍‌ ପ୍ରଦାନ କରାଯିବ । ସେହିପରି ବିଭିନ୍ନ ପରୀକ୍ଷଣ ପାଇଁ ନ୍ୟାସନାଲ୍‌ ରିକ୍ରୁଟ୍‌ମେଣ୍ଟ ଏଜେନ୍ସୀ ଗଠନ କରାଯିବ । ଦେଶବ୍ୟାପୀ କମ୍ପ୍ୟୁଟର ଜରିଆରେ ହେଉଥିବା ପରୀକ୍ଷାକୁ ଏହି ସଂସ୍ଥା ନିୟନ୍ତ୍ରଣ କରିବ । (ଏଜେନ୍ସୀ)

google
Share. Facebook Twitter LinkedIn Email WhatsApp Copy Link

Related Posts

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.