ରଟରଡାମ୍‌ ଓପନ୍‌ ସେମି ଫାଇନାଲ୍‌ରେ ବୋପାନ୍ନା-ସାପୋଭାଲୋଭ୍‌

Published: Feb 14, 2020, 4:02 pm IST

ନୂଆଦିଲ୍ଲୀ : ଭାରତୀୟ ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କାନାଡାର ଡେନିସ୍‌ ସାପୋଭାଲୋଭ୍‌ଙ୍କ ସହିତ ଏକାଠି ଖେଳୁଥିବା ବୋପାନ୍ନା ରଟରଡାମ୍‌ ଓପନ୍‌ର ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍‌ ଯୋଡି ଜିନ୍‌ ଜୁଲିଏନ୍‌ ରୋଜର ଏବଂ ହୋରିଆ ଟେକାଉଙ୍କୁ ପରାସ୍ତ କରିଛନ୍ତି । 74 ମିନିଟ୍‌ ସମୟ ନେଇ ବୋପାନ୍ନା-ସାପୋଭାଲୋଭ୍‌ ଯୋଡି 6-2, 3-6 ଏବଂ 10-7 ସେଟ୍‌ରେ ବିଜୟୀ ହୋଇଥିଲେ ।

Related posts