ଛତ୍ରପୁରରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର

Published: Feb 26, 2020, 10:21 am IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଗଞ୍ଜାମର ଛତ୍ରପୁର ଥାନା ପାଲିଆ ଗ୍ରାମର ମଝିସାହିରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୋଟିଏ ପରିବାରର ବାପା, ମା ଏବଂ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଉଛନ୍ତି ବୃନ୍ଦାବନ ବେହେରା, ଉର୍ମିଳା ବେହେରା ଏବଂ ଝିଅ ସୁନୀତା ବେହେରା। ମା ଓ ଝିଅଙ୍କ ରକ୍ତାକ୍ତ ମୃତ ଦେହ ଘର ବାହାରେ ମିଳିଥିବା ବେଳେ ଘର ଭିତରୁ ପିତାଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ପ୍ରଥମେ ପତ୍ନୀ ଓ ଝିଅଙ୍କୁ ହତ୍ୟା କରିବା ପରେ ବୃନ୍ଦାବନ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଇଛି।

Related posts