Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାୟାକଳ୍ପ ଆୱାର୍ଡ ପାଇଲେ ବ୍ରହ୍ମପୁର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
ଆଜିର ଖବର

କାୟାକଳ୍ପ ଆୱାର୍ଡ ପାଇଲେ ବ୍ରହ୍ମପୁର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

February 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯଥା ଓଡ଼ିଶାରେ ପ୍ରଚଳିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ କାୟାକଳ୍ପ ପୁରସ୍କାର ଘୋଷିତ ହୋଇଛି। ଏହି ତାଲିକାରେ ଗଂଜାମର ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନ ପାଇଛନ୍ତି। ଗର୍ବର ବିଷୟ ପ୍ରଥମ ତିନୋଟି ସ୍ଥାନରେ ବ୍ରହ୍ମପୁରର ଚିକିତ୍ସାଳୟଗୁଡ଼ିକ ବାଜିମାତ୍ କରିଛନ୍ତି। ୧୫ଟି ଶୀର୍ଷ ସ୍ଥାନ ମଧ୍ୟରେ ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସମସ୍ତେ ଶୁଭେଚ୍ଛାର ପ୍ରଦାନ କରିଛନ୍ତି।

କାୟାକଳ୍ପ ପୁରସ୍କାର ୨୦୧୯-୨୦ରେ ବ୍ରହ୍ମପୁରର ଆଗା ସାହି ୟୁପିଏଚ୍‌ସି ପ୍ରଥମ, ବ୍ରହ୍ମପୁର ଆସିକା ରୋଡ଼୍ ୟୁପିଏଚ୍‌ସି ଏବଂ ବୈକୁଣ୍ଠନଗର ୟୁପିଏଚ୍‌ସି ଯୁଗ୍ମ ଭାବେ ପ୍ରଥମ ରନର୍ସଅପ୍ ଭାବେ ରହିଛନ୍ତି। ସେହିପରି ୬ ନମ୍ବରରେ ବ୍ରହ୍ମପୁର ଆମ୍ବପୁଆ ୟୁପିଏଚ୍‌ସି, ୧୧ତମ ସ୍ଥାନରେ ବ୍ରହ୍ମପୁର ଖୋଡ଼ିସିଂ ୟୁପିଏଚ୍‌ସି, ୧୩ତମ ସ୍ଥାନରେ ବ୍ରହ୍ମପୁରର ଉତ୍ତରମୁଖୀ ୟୁପିଏଚ୍‌ସି, ୧୪ତମ ସ୍ଥାନରେ ବ୍ରହ୍ମପୁର ଗୁଡ଼୍‌ସସେଡ଼୍ ରୋଡ଼୍ ୟୁପିଏଚ୍‌ସି ରହିଛି। ଗର୍ବର କଥାରେ ବ୍ରହ୍ମପୁରର ସମସ୍ତ ୭ଟି ଯାକ ୟୁପିଏଚ୍‌ସି ବିଜୟୀ ଏହି ଆୱାର୍ଡ଼ ତାଲିକାରେ ସ୍ଥାନ ପାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025

ଗର୍ଭବତୀ ମା’ କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

December 17, 2025
Latest News

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025

ଗର୍ଭବତୀ ମା’ କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.