Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍‌-ବାଇକ୍ ମଧ୍ୟରେ ଧକ୍କାରେ ଦୁଇ ଗୁରୁତର
ଆଜିର ଖବର

କାର୍‌-ବାଇକ୍ ମଧ୍ୟରେ ଧକ୍କାରେ ଦୁଇ ଗୁରୁତର

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ନିକଟରେ ଏକ କାର୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୁଧବାର ଅପରାହ୍ନରେ ଏକ ମହିନ୍ଦ୍ରା କାର୍ (ସିଜି ୦୪ ଏଚ୍‌ବି ୦୭-୯୨୩୧) ସାମ୍ନାପଟୁ ଆସୁଥିବା ଏକ ବାଇକ୍ (ଓଆର୍ ୦୭ – ୮୨୧୪)କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ି ରାସ୍ତାକୁ ଖସି ଯାଇଥିଲା । ବାଇକ୍ ଆରୋହୀ ଏବଂ କାର୍‌ରେ ବସିଥିବା ଜଣେ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜିକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଉଭୟଙ୍କ ପରିଚୟ ମିଳିପାରିନାହିଁ । ଖବରଲେଖା ହେବା ପର୍ଯ୍ୟନ୍ତ ସଦରଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି ।

accident
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026
Latest News

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026

ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.