Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେନସିଲଭାନିଆର ଉପସଭାପତି ହେବେ ଭାରତୀୟ ଆମରେିକାନ୍‌ ମେଧା ନାର୍ବେକର୍‌
ଆଜିର ଖବର

ପେନସିଲଭାନିଆର ଉପସଭାପତି ହେବେ ଭାରତୀୟ ଆମରେିକାନ୍‌ ମେଧା ନାର୍ବେକର୍‌

March 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian-American Woman Appointed University Of Pennsylvania Vice President
Indian-American Woman Appointed University Of Pennsylvania Vice President

ଭାରତରେ ଜନ୍ମିତ ଆମେରିକୀୟ ମହିଳା ମେଧା ନାର୍ବେକର ୟୁନିଭରସିଟି ଅଫ ପେନସିଲଭାନିଆର ଉପସଭାପତି ଏବଂ ସଚିବ ଭାବେ ନିର୍ବାଚିତ  ହୋଇଛନ୍ତି । ସେ ସେଠାରୁ ଏମ ବି ଏ କରି ସାରିବା ପରେ ୩୨ ବର୍ଷ ଧରି ପେନ୍ସ ଡେଭେଲପମେଣ୍ଟ ଏଣ୍ଡ ଆଲୁମିନ୍‌ ରିଲେସନସ ଅଫିସରେ କାର୍ଯ୍ୟ କରିଥିଲେ । ସେ ବହୁ ଟ୍ରଷ୍ଟିଙ୍କ ସହ କାର୍ଯ୍ୟ କରିବା ସହିତ ସେ ଡିଏଆର ର ଆସୋସିଆଟ ଭାଇସ ପ୍ରେସିଡେଣ୍ଟ ମଧ୍ୟ ଥିଲେ । ନାର୍ବେକର ଉନିଭରସିଟି ଅଫ ପେନସିଲଭାନିଆ ଇସ୍ତାହାର ଅନୁଯାୟୀ ଜୁଲାଇ ୧ ରୁ ସେ ନୂତନ ପଦରେ ଅବସ୍ଥାପିତ ହେବେ । ୧୯୮୧ ରେ ସ୍ଵାର୍ଥମର୍‌ ମହାବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ କରିବା ସହିତ ହ୍ବାର୍ଟନରୁ ୧୯୮୬ ରେ ଏମବିଏ କରିଛନ୍ତି  ମେଧା । ସେ ନୂତନ ପଦବୀରେ ଅବସ୍ଥାପିତ ହେଲେ ମଧ୍ୟ ଡିଏଆରକୁ ସହାୟତା ପ୍ରଦାନ କରିବେ । ସେ ଡିଏଆର ପକ୍ଷରୁ ପ୍ରେସିଡେଣ୍ଟଙ୍କ ପାଇଁ  ଜଣେ ଲିଆସନ ଭାବେ କାର୍ଯ୍ୟ କରିବେ ଏବଂ ସେ ପାୱାର ଅଫ ପେନ ଫଣ୍ଡ ରାଇସିଙ୍ଗ କ୍ୟାମ୍ପେନର ବରିଷ୍ଠ ମ୍ୟାନେଜମେଣ୍ଟ ଟିମର ସଦସ୍ୟ ରହିବେ । ଲେସ୍‌ଲୀ କୃହଲ୍‌ଙ୍କ ଅବସର ନେବା ପରେ ମେଧା ତାଙ୍କ ସ୍ଥାନରେ ଅବସ୍ଥାପିତ ହେବେ ।

thesamikhsya vicepresident
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.