Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଉ 108 ଆକ୍ରାନ୍ତ ଚିହ୍ନଟ : 16 ଅଗ୍ନିଶମ ଅଧିକାରୀ ପଜିଟିଭ୍‌
ଆଜିର ଖବର

ରାଜ୍ୟରେ ଆଉ 108 ଆକ୍ରାନ୍ତ ଚିହ୍ନଟ : 16 ଅଗ୍ନିଶମ ଅଧିକାରୀ ପଜିଟିଭ୍‌

June 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 108 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 108 ଜଣଙ୍କ ମଧ୍ୟରୁ 95 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ସହିତ ପଶ୍ଚିମବଙ୍ଗ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ 16 ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ମାଲକାନଗିରିରୁ ସର୍ବାଧିକ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 7, କେନ୍ଦ୍ରାପଡାରୁ 9 ଏବଂ ଅନୁଗୁଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ 4, କଟକରୁ 1, ଜଗତସିଂହପୁରରୁ 9, ଗଞ୍ଜାମରୁ 8, ପୁରୀରୁ 15, ଗଜପତିରୁ 7, ସୁନ୍ଦରଗଡରୁ 2, କଳାହାଣ୍ଡି ଏବଂ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ସହିତ ଆମ୍ପାନ ପରବର୍ତ୍ତୀ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରୁ ଆଜି 16 ଜଣ ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4271ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ 2854 ଜଣ ସୁସ୍ଥ ହୋଇଛନ୍ତି ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025

ପାର୍ବଣ ଋତୁରେ ଆରାମଦାୟକ ଯାତ୍ରା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

September 16, 2025

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025
Latest News

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025

ପାର୍ବଣ ଋତୁରେ ଆରାମଦାୟକ ଯାତ୍ରା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

September 16, 2025

ଟିମ୍ ଇଣ୍ଡିଆର ନୂତନ ଜର୍ସି ପ୍ରାୟୋଜକ ହେବ ଏହି କମ୍ପାନୀ: ଡ୍ରିମ-୧୧ ର ନେବ ସ୍ଥାନ

September 16, 2025

PCB କୁ ଝଟକା ଦେଲା ICC: ଏସିଆ କପ୍ ରୁ ବାଦ ପଡିବ କି ପାକିସ୍ତାନ?

September 16, 2025

ପୂଜକଙ୍କୁ ଆତର୍କିତ ଆକ୍ରମଣ: ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.