ଗଲଓ୍ବାନ୍‌ ଉପତ୍ୟାକାରେ ଶହୀଦ ଯବାନଙ୍କ ନାମ ଘୋଷଣା କଲେ ସରକାର

Published: Jun 17, 2020, 3:24 pm IST

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ବିବାଦରେ ଶହୀଦ୍‌ ହୋଇଥିବା 20 ଜଣ ଯବାନଙ୍କ ନାମ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ପରେ ଏହି ତାଲିକା ଘୋଷଣା କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବୈଠକ ପୂର୍ବରୁ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ

ଶହୀଦ ହୋଇଥିବା ଯବାନଙ୍କ ତାଲିକା :

1. ବିକୁମଲ୍ଲା ସନ୍ତୋଷ ବାବୁ : ହାଇଦ୍ରାବାଦ
2. ନନ୍ଦୁରାମ ସୋରେନ୍‌ : ମୟୁରଭଞ୍ଜ
3. ମନଦୀପ ସିଂ : ପଟିଆଲା
4. ସତନାମ ସିଂ : ଗୁରୁଦାସପୁର
5. କେ ପଲାନି : ମଦୁରାଇ
6. ସୁନୀଲ କୁମାର : ପାଟନା
7. ବିପୁଲ ରୟ : ମୀରଟ
8. ଦୀପକ କୁମାର : ରେଓ୍ବା
9. ରାଜେଶ ଓରାଙ୍ଗ ବୀରଘୁମ
10. କୁନ୍ଦନ କୁମାର ଓଝା : ସାହିବ୍‌ଗଞ୍ଜ
11. ଗଣେଷ ରାମ : କାଙ୍କେର
12. ଚନ୍ଦ୍ରକାନ୍ତ ପ୍ରଧାନ : କନ୍ଧମାଳ
13. ଅଙ୍କୁଶ : ହମିରପୁର
14. ଗୁରବିନ୍ଦର : ସଙ୍ଗୁର
15. ଗୁରତେଜ୍‌ ସିଂ : ମାନସା
16.ଚନ୍ଦନ କୁମାର : ଭୋଜପୁର
17. କୁନ୍ଦନ କୁମାର : ସାହାର୍ସା
18. ଅମନ କୁମାର : ସମସ୍ତିପୁର
19. ଜୟ କିଶୋର ସିଂ : ବୈଶାଳୀ
20. ଗଣେଶ ହାଁସଦା : ପୂର୍ବ ସିଂହଭୂମି

Related posts