Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼ଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ
ଆଜିର ଖବର

ବଡ଼ଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ

June 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ଗଡିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ। ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଗଡିଛି । ବିଧି ମୁତାବକ ତାଳଧ୍ବଜ, ଦର୍ପଦଳନ ପରେ ପରେ ନନ୍ଦିଘୋଷ ରଥ ଗଡିଛି । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଜିଠାରୁ ଶ୍ରୀଜୀଉମାନଙ୍କର ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି ।ଗୁଣ୍ଡିଚା ଘର ଅଭିମୁଖେ ଶ୍ରୀଜୀଉମାନେ ଯାତ୍ରା ଆରମ୍ଭ କରିଛନ୍ତି । ଆଗେ ଆଗେ ବଡଭାଇ ବଳଭଦ୍ର ଯାଉଥିବାବେଳେ ମଝିରେ ଯାଉଛନ୍ତି ଦେବୀ ସୁଭଦ୍ରା । ସବା ପଛରେ ଯାଉଛନ୍ତି କାଳିଆଠାକୁର ।

ଆସନ୍ତୁ ଟିକେ ଜାଣିବା ନନ୍ଦିଘୋଷ ରଥକୁ

ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ । ଏହା 832 ଖଣ୍ଠ କାଷ୍ଠରେ ନିର୍ମିତ ହୋଇଥିବାବେଳେ ଏଥିରେ 16ଟି ଚକ ରହିଥାଏ । ଏହି ରଥର ଉଚ୍ଚତା ହେଉଛି 22 ହାତ 5 ଆଙ୍ଗୁଳି ।  ଏହି ରଥର ରକ୍ଷକ ହେଉଛନ୍ତି ଗରୁଡ । ଏହାର ଧ୍ବଜାଧିପତି ହେଉଛନ୍ତି ହନୁମାନ । ନନ୍ଦିଘୋଷର ସାରଥୀର ନାମ ହେଉଛି ଦାରୁକ ।  ସେହିପରି ଏହି ରଥରେ ଥିବା ନେତର ନାମ ହେଉଛି ତୈଲୋକ୍ୟ ମୋହିନୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026
Latest News

“ଉଭୟଙ୍କ ମଧ୍ୟରେ ସମ୍ପର୍କ…”: ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ବିଷୟରେ ବଡ଼ ବୟାନ ଦେଲେ ସର୍ଜିଓ ଗୋର୍

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.