Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୌଲାନଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେ ହଜାର ହଜାର ଲୋକେ : ତିନୋଟି ଗ୍ରାମକୁ ସିଲ୍‌ କଲା ପ୍ରଶାସନ
ଆଜିର ଖବର

ମୌଲାନଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେ ହଜାର ହଜାର ଲୋକେ : ତିନୋଟି ଗ୍ରାମକୁ ସିଲ୍‌ କଲା ପ୍ରଶାସନ

July 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନଗାଁଓ୍ବ : ଦେଶରେ ନିରନ୍ତର ଭାବେ କରୋନା ମାମଲା ବଢିଚାଲିଛି । ଏହି ସମୟରେ ଆସାମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ନଗାଁବ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଂଘନ କରି ମୌଲାନଙ୍କ ଅନ୍ତିମ ସଂସ୍କାରରେ  ପ୍ରାୟ 10 ହଜାର ଲୋକ ସାମିଲ୍‌ ହୋଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ କରୋନା ଡରରେ ଆଖପାଖର ତିନୋଟି ଗ୍ରାମକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିଛି । ମୃତକ ମୌଲାନଙ୍କ ବୟସ 87 ବର୍ଷ ବୟସ ହୋଇଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଜୁଲାଇ ଦୁଇ ତାରିଖରେ ଭାରତୀୟ ଜମିୟତ୍‌ ଉଲେମାର ଉପାଧ୍ୟକ୍ଷ ଖେରୁଲ୍‌ ଇସ୍‌ଲାମ୍‌ଙ୍କୁ କବର ଦିଆଟାଇଥିଲା । ଖୈରୁଲ୍‌ ଇସ୍‌ଲାମ୍‌ ଧର୍ମର ଜଣେ ପ୍ରତିଷ୍ଠିତ ଧର୍ମଗୁରୁ ଥିଲେ । ସେଥିପାଇଁ ତାଙ୍କ ମୃତ୍ୟ ପରେ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା । ଖୈରୁଲ୍‌ଙ୍କ ପୁତ୍ର ଅମିନୀଲୁ ଇସ୍‌ଲାମ୍‌ ନଗାଓ୍ବ ଜିଲ୍ଲା ଢୀଙ୍ଗ ବିଧାନସଭାରୁ ବିଧାୟକ ରହିଛନ୍ତି । ସେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ବହୁତ ଭିଡ୍‌ ଦେଖାଯାଇଛି ।

ନଗାଓ୍ବ ଜିଲ୍‌ଲାର ଉପାୟୁକ୍ତ ଯାଦବ ସୌକିଆ କହିଛନ୍ତି ଯେ, ଏହି ଘଟଣାରେ ଦୁଇଟି ମାମଲା ଦାଏର ହୋଇଛି। ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥବା ଲୋକାମାନେ ନିୟମର ଉଲ୍ଲଂଘନ କରିଛନ୍ତି । ଏହି ମାମଲାକୁ ନେଇ ପୋଲିସ୍‌ ତରଫରୁ ଏକ ମାମଲା ରୁଜୁ ହୋଇଥିବାବେଳେ ମାଜିଷ୍ଟ୍ରେଟ୍‌ ମଧ୍ୟ କେସ୍‌ ଦାଏର କରିଛନ୍ତି । ଏହା ସହିତ କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ତିନି ଗ୍ରାମକୁ ସିଲ୍‌ କରାଯାଇଛି । ଏହି ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । (ଏଜେନ୍ସି)

sealed
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026
Latest News

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026

ବୋଲେରୋ ଗାଡ଼ି ସହ ଗଞ୍ଜେଇ ଜବତ: ଚାଲାଣକାରୀ ଗିରଫ

April 30, 2026

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.