Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Tuesday, Jun 24, 2025 | Last Update : 2:10 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଦେଶରେ ଆଜି ଦିନକରେ 28 ହଜାର 637 ଆକ୍ରାନ୍ତ, 551ମୃତ
Samikhsya Bureau
Published:
Jul 12, 2020, 12:36 pm IST
ନୂଆଦିଲ୍ଲୀ :
କରୋନା ଭାରତରେ ବେଶ୍ ଭୟଙ୍କର ହେଉଛି । ପ୍ରତିଦିନ 27, 28 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି 28 ହଜାର 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 50 ହଜାର ନିକଟତର ହେବା ବେଳେ ମୃତ୍ୟୁ ସଂଖ୍ୟା 22 ହଜାର ପାର ହେଲାଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 28 ହଜାର 637 ନୂଆ ମାମଲା ସାମନାକୁ ଆସିଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 49 ହଜାର 553 ରେ ପହଂଚିଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 22 ହଜାର 674 କୁ ବୃଦ୍ଧି ହୋଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 34 ହଜାର 621ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 92ହଜାର 258 ସକ୍ରିୟ ଅଛନ୍ତି। (ଏଜେନ୍ସି)
Tags:
coronaoutbreak
,
india
Related posts
ସଞ୍ଜୟ କପୁରଙ୍କ କମ୍ପାନୀ ସୋନା କମଷ୍ଟରକୁ ମିଳିଲା ନୂଆ ଅଧ୍ୟକ୍ଷ, ଜାଣନ୍ତୁ କାହ ଦାୟିତ୍ଵରେ ୩୦ ହଜାର କୋଟିର କମ୍ପାନୀ
ଇରାନ-ଇସ୍ରାଏଲ ଯୁଦ୍ଧବିରତି ମଧ୍ୟରେ ଭାରତ ପାଇଁ ଖୁସି ଖବର, ଚୀନ୍-ପାକିସ୍ତାନ ପାଇଁ ଚିନ୍ତା
ଶ୍ରୀମନ୍ଦିରରୁ ଚୋରୀ ହେଲା ଶ୍ରୀଜୀୟୁଙ୍କ ମୋଦକ, ପ୍ରଶାସକଙ୍କୁ ସେବାୟତ କଲେ ଅଭିଯୋଗ, ପଢନ୍ତୁ ସେହି ଚିଠି..
ରିଷଭ ପନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ICC: ଜାଣନ୍ତୁ ଅପରାଧ ଏବଂ କ’ଣ ମିଳିଲା ଦଣ୍ଡ?
ବଜ୍ରପାତରେ ଭାଙ୍ଗିଗଲା ମହିମାଗାଦିର ଦଧିନଉତି, ଆସୁଛି କି ବଡ ବିପଦ ???
ଏବେ ମହାକାଶକୁ ଉଡ଼ିବେ ଆନ୍ଧ୍ର ପ୍ରଦେଶର ଜାହ୍ନବୀ: ନାସାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମାପ୍ତ କରିଥିବା ପ୍ରଥମ ଭାରତୀୟ
ଝାରସୁଗୁଡା ରାଜନୀତି ସରଗରମ, ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ?
ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏନଏସଏ ଡୋଭାଲ
‘କାହା ଆଗରେ ନତମସ୍ତକ ହେବୁ ନାହିଁ’: ଯୁଦ୍ଧବିରତି ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଦେଲେ ଏହି ବଡ଼ ବୟାନ
ଆମରି ଶିଶୁ ୱେବ ପୋର୍ଟାଲକୁ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
‘ବ୍ଲକବଷ୍ଟର’ ଫଳାଫଳ ପାଇଁ ଅପେକ୍ଷା: ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟ ନେଇ କେଏଲ୍ ରାହୁଲଙ୍କ ବଡ଼ ଦାବି
ଆଜି କେନ୍ଦ୍ରୀୟ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ