Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ହେବ ବାଧ୍ୟତାମୂଳକ, ସଡକ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶ
ଆଜିର ଖବର

ଏଣିକି ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ହେବ ବାଧ୍ୟତାମୂଳକ, ସଡକ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶ

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
MoRTH asks NIC to ensure capturing FASTag details before new vehicle registration and while issuing fitness certificates for national permit vehicles

ନୂଆଦିଲ୍ଲୀ, ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦିଆଯାଇଛି। ଏନଆଇସି ତଥା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ରକୁ ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଜାତୀୟ ଇଲେକ୍ଟ୍ରୋନିକ୍ସ ଟୋଲ ସଂଗ୍ରହ (NETC)କୁ “ବାହନ” ପୋର୍ଟାଲ ସହିତ ସଂପୂର୍ଣ୍ଣ ରୂପେ ସମନ୍ୱିତ କରାଯିବାରେ ସଫଳତା ହାସଲ କରାଯାଇଛି । ଏହା ଗତ ମେ ମାସ ୧୪ ତାରିଖଠାରୁ ଏପିଆଇ ସହିତ ଲାଇଭ କରାଯାଇସାରିଛି ।

ବାହନ ବ୍ୟବସ୍ଥା ସମ୍ପ୍ରତି VIN/VRN ମାଧ୍ୟମରେ ଫାଷ୍ଟଟ୍ୟାଗରେ ସକଳ ପ୍ରକାର ତଥ୍ୟ ସୂଚନା ପାଇପାରୁଛି । ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ଏନଆଇସିକୁ ପରାମର୍ଶ ଦିଆଯାଇଛି ଯେ ଫାଷ୍ଟଟ୍ୟାଗ ମାଧ୍ୟମରେ ସେମାନେ ନୂଆ ଯାନବାହନ ପଞ୍ଜିକରଣ କରିବା ସମୟରେ ସବୁପ୍ରକାର ସୂଚନା ସଂଗ୍ରହ କରିବା ଆବଶ୍ୟକ । ସେହିଭଳି ଜାତୀୟ ପରମିଟ୍ ଅଧୀନରେ ଯେଉଁସବୁ ଯାନବାହନ ଦେଶବ୍ୟାପୀ ଚଳାଚଳ କରୁଛି ସେଗୁଡ଼ିକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ ସମୟରେ ମଧ୍ୟ ଏହିସବୁ ତଥ୍ୟାବଳୀ ସୁନିଶ୍ଚିତ କରିବା ଜରୁରି ।
M ଏବଂ N ବର୍ଗରେ ବିକ୍ରି ହେଉଥିବା ଯାନବାହନ ନୂତନ ଭାବେ କ୍ରୟ କଲାବେଳେ ଫାଷ୍ଟଟ୍ୟାଗର ଫିଟମେଣ୍ଟକୁ ୨୦୧୭ ମସିହାଠାରୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ବ୍ୟାଙ୍କ ଜମାଖାତା ସହ ସମନ୍ୱୟ କିମ୍ବା ନାଗରିକମାନଙ୍କ ଦ୍ୱାରା ତାହାକୁ ଏଡ଼ାଇ ଦିଆଯିବାକୁ ଏବେ ସଂପୂର୍ଣ୍ଣ ରୂପେ ବନ୍ଦ କରାଯିବ ।

ଫାଷ୍ଟଟ୍ୟାଗର ଫିଟମେଣ୍ଟ ସୁନିଶ୍ଚିତ କରିବ ଯେ ଜାତୀୟ ରାଜମାର୍ଗ ଫି ପ୍ଲାଜା ଅତିକ୍ରମ କରିବା ବେଳେ ସେହିସବୁ ଯାନବାହନ ଫାଷ୍ଟଟ୍ୟାଗ electronic medium of FASTag payment ବ୍ୟବସ୍ଥା ବ୍ୟବହାର କରିବେ ଏବଂ ଏଥିପାଇଁ କୌଣସି ପ୍ରକାର ନଗଦ ରାଶି କାରବାରକୁ ସଂପୂର୍ଣ୍ଣ ରୂପେ ଏଡ଼ାଯାଇଛି । ଫାଷ୍ଟଟ୍ୟାଗର ବ୍ୟବହାର ଏବଂ ପ୍ରୋତ୍ସାହନ ଜାତୀୟ ରାଜପଥ ଟୋଲପ୍ଲାଜାରେ କୋଭିଡ଼– ୧୯ ପ୍ରସାରଣକୁ ଯଥେଷ୍ଟ ମାତ୍ରାରେ ରୋକିପାରିବ।

ଏହି ଯୋଜନା ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ମାସରେ ରାଜପତ୍ରରେ ବିଜ୍ଞପ୍ତି ଜାରି କରାଯାଇଥିଲା ।

FASTtag Transport Department
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.