Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»26 ଜିଲ୍ଲାରୁ 1384 ଜଣ ଆକ୍ରାନ୍ତ : ଜାଣନ୍ତୁ କେଉଁଠି ରହିଛନ୍ତି କେତେ ଆକ୍ରାନ୍ତ
ଆଜିର ଖବର

26 ଜିଲ୍ଲାରୁ 1384 ଜଣ ଆକ୍ରାନ୍ତ : ଜାଣନ୍ତୁ କେଉଁଠି ରହିଛନ୍ତି କେତେ ଆକ୍ରାନ୍ତ

August 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରୁ ଆଜି 1384 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‌ 26ଟି ଜିଲ୍ଲାରୁ ଆଜି 1384 ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ 331 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 211 ଜଣ ରହିଛନ୍ତି । କୋରାପୁଟରୁ 97, ସମ୍ବଲପୁରରୁ 93, କଟକରୁ 89, ବାଲେଶ୍ବରରୁ 79,ଗଜପତିରୁ 61, ବଲାଙ୍ଗିରରୁ 51, ସୁନ୍ଦରଗଡରୁ 46, ମାଲ୍‌କାନଗିରିରୁ 39, ରାୟଗଡାରୁ 38,  ବରଗଡରୁ 33, ମୟୂରଭଞ୍ଜରୁ 29, ନବଙ୍ଗରଙ୍ଗପୁରରୁ 26, ଭଦ୍ରକରୁ 25,  ଜଗତସିଂହପୁର ଓ ନୟାଗଡରୁ 22 ଜଣ ଲେଖାଏଁ ରହିଥିବାବେଳେ ଯାଜପୁରରୁ 18, ପୁରୀରୁ 17, ଅନୁଗୁଳୁରୁ 13, ଢେଙ୍କାନାଳ ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ରହିଛନ୍ତି । ଝାରସୁଗୁଡାରୁ 7,  ସୋନପୁରରୁ 6, ନୂଆପଡାରୁ 5,  କଳାହାଣ୍ଡିରୁ 4 ଜଣ ରହିଛନ୍ତି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 11323 7524 3686 106 7
ଖୋର୍ଦ୍ଧା 4914 1978 2899 29 8
କଟକ 2337 1566 757 11 3
ଗଜପତି 1662 940 708 13 1
ସୁନ୍ଦରଗଡ 1557 916 628 10 3
ଯାଜପୁର 1363 1049 311 2 1
ରାୟଗଡା 1132 517 605 10 0
ବାଲେଶ୍ବର 1091 741 344 3 3
କୋରାପୁଟ 926 346 580 0 0
ପୁରୀ 885 415 465 3 2
କେଉଁଝର 790 612 176 0 2
ଜଗତସିଂହପୁର 764 603 159 2 0
ମୟୂରଭଞ୍ଜ 721 476 243 0 2
ନୟାଗଡ 686 429 252 3 2
ଭଦ୍ରକ 676 533 137 2 4
ମାଲ୍‌କାନଗିରି 629 351 275 2 1
କନ୍ଧମାଳ 616 353 261 2 0
ସମ୍ବଲପୁର 581 218 362 1 0
କେନ୍ଦ୍ରାପଡା 525 407 115 2 1
ବଲାଙ୍ଗିର 514 306 208 0 0
ବରଗଡ 463 347 115 1 0
ଢେଙ୍କାନାଳ 369 162 207 0 0
ଅନୁଗୁଳ 367 237 128 2 0
ଝାରସୁଗୁଡା 330 282 47 1 0
ନବରଙ୍ଗପୁର 306 187 118 0 1
କଳାହାଣ୍ଡି 259 113 144 2 0
ନୂଆପଡା 155 103 52 0 0
ବୌଦ୍ଧ 151 81 70 0 0
ସୋନପୁର 109 81 28 0 0
ଦେବଗଡ଼ 96 82 14 0 0
ମୋଟ୍‌  36297 21955 14094 207 41

 

Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.