ଭୁବନେଶ୍ବର, ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀଙ୍କ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳା ଭୁବନେଶ୍ବର ବିମାନ ବନ୍ଦରରେ ଶୋଭା ପାଉଛି। ଏଥିରେ ସୁଦର୍ଶନ ଭଗବାନ ବୁଦ୍ଧ ଶୟନ ଅବସ୍ଥାର ଏକ ସ୍ଥାପତ୍ୟ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଛନ୍ତି। ଭଗବାନ ବୁଦ୍ଧ ଭୁବନେଶ୍ବର ବିମାନ ବନ୍ଦର ସୁଦର୍ଶନ ପଟ୍ଟନାୟକ