ଚେନ୍‌ ଲୁଟ୍‌ ଘଟଣାରେ ଦୁଇ ଗିରଫ

Published: Sep 29, 2020, 1:45 pm IST

ଖୋର୍ଦ୍ଧା : ଜଟଣୀରେ ଦିନ ଦ୍ବିପ୍ରହରରେ ଚେନ୍‌ ଲୁଟ ଘଟଣାରେ 2ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ମହିଳାଙ୍କଠାରୁ ଚେନ୍‌ ଝାମ୍ପି ନେଇଥିବା ବ୍ୟକ୍ତି ଜଟଣୀରୁ ଗିରଫ ହୋଇଛନ୍ତି । ଚୋରି ଚେନ୍‌କୁ କିଣିଥିବା କଟକର ଆଉ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି। ସିସିଟିଭିରେ କଏଦ ଲୁଟ୍‌ ବେଳର ଦୃଶ୍ୟ ଦେଖି ଗିରଫ କରିଛି ପୋଲିସ୍‌ ।

Related posts