Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମୁଖ୍ୟମନ୍ତ୍ରୀ ୮ ହଜାର ୭ ଶହ ୯୭ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ କରିବେ ଉଦଘାଟନ ଓ ଭୂମିପୂଜନ
ଆଜିର ଖବର

ଆଜି ମୁଖ୍ୟମନ୍ତ୍ରୀ ୮ ହଜାର ୭ ଶହ ୯୭ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ କରିବେ ଉଦଘାଟନ ଓ ଭୂମିପୂଜନ

October 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭ ଜିଲ୍ଲାରେ ଭିନ୍ନ ଭିନ୍ନ ୧୨ଟି ପ୍ରକଳ୍ପର ଶୁଭାରମ୍ଭ ସହ ଭୂମି ପୂଜନ କରିବେ। ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟରେ ୭ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପ ପାଇଁ ୮୭୯୭ କୋଟି ଟଙ୍କା ବିନିଯୋଗ ହେବ। ଦେଶର ନୂଆ ଶିଳ୍ପାୟନ ହବ୍ ସୃଷ୍ଟି ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଅପରାହ୍ନରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିବେ। ଏହି ପ୍ରକଳ୍ପ ମଧ୍ୟରେ ରହିଛି
ଶୁଭ ଉଦଘାଟନ
1-ଆଦିତ୍ୟ ବିର୍ଲା ରିନ୍ୟୁବୁଲ, ବିଜେପୁର, ବରଗଡ ଜିଲ୍ଲା
2-ରାମକୋ ସିମେଣ୍ଟ, ହରିଦାସପୁର ଯାଜପୁର
ଭୂମି ପୂଜନ
1-ବି.ଏନ ବିଜିନେସ ହାଉସ, ଖୋର୍ଦ୍ଧା
2-ବୈଦ୍ୟବୁଟି ଫାର୍ମାସି, ଖୋର୍ଦ୍ଧା
3-ଡାଇଭର୍ସିଫାଏ ଏନର୍ଜି, କଟକ
4-ମିହାନ ଇଣ୍ଡର୍ଷ୍ଟି, ଖୋର୍ଦ୍ଧା
5-ଓମ ଇକୋ ବିଲିଡ ଟେକ୍, କଟକ
6-ରୁଙ୍ଗଟା ମାଇନସ, ଢେଙ୍କାନାଳ
7-ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି, ସମ୍ବଲପୁର
8-ସ୍ବାଗତ ଇରଥେନ, କଟକ
9-ସ୍ବସ୍ତି ଇକୋୱେର, ବଲାଙ୍ଗିର
10-ୟୁବିଏନ ସଫୱେର ସଲ୍ୟୁସନ,ଖୋର୍ଦ୍ଧା
BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

Bihar Assembly Polls: ବିହାରରେ ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025
BJP Ads
Latest News

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

Bihar Assembly Polls: ବିହାରରେ ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.