Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ : ଘର ଛାଡି ହେଲେ ଫେରାର୍‌
ଅପରାଧ

ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ : ଘର ଛାଡି ହେଲେ ଫେରାର୍‌

October 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର : କାନପୁରରୁ ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ଅନ୍ୟଜଣଙ୍କ ପ୍ରେମରେ ପାଗଳ ହୋଇ ତିନିଜଣ ଯୁବତୀ ଘର ପରିବାର ଛାଡି ଫେରାର ହୋଇଛନ୍ତି । ତେବେ ତିନି ଯୁବତୀଙ୍କୁ ପୋଲିସ୍‌ ଗାଜିଆବାଦରୁ ଉଦ୍ଧାର କରିଥିବାବେଳେ ଦୁଇଜଣ ବିବାହ କରିବାକୁ ଜିଦ୍‌ରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚକେରୀ ଥାନା ଅଞ୍ଚଳରେ 20 ବର୍ଷୀୟ ଯୁବତୀ ସେପ୍ଟେମ୍ବର 2 ତାରିଖରେ ନିଖୋଜ ରହିଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଏହି ଘଟଣାର ଯାଞ୍ଚ  କରି ନିଖୋଜ ଯୁବତୀଙ୍କୁ ଖୋଜିଥିଲା । ଗାଜିଆବାଦଠାରୁ ପୋଲିସ୍‌ ଯୁବତୀଙ୍କ ଲୋକେସନ୍‌ ପାଇଥିଲା । ପୋଲିସ୍‌ ସେଠାରୁ ଏକା ସାଙ୍ଗରେ ତିନି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତିନି ଯୁବତୀଙ୍କୁ ନେଇ ଚକେରୀ ଥାନା ଆଣିଥିଲେ । ତିନି ଯୁବତୀଙ୍କ ମଧ୍ୟରୁ ଦୁଇଜଣ କାନପୁରର ହୋଇଥିବାବେଳେ ଅନ୍ୟ ଜଣେ ଲକ୍ଷ୍ନୌର ବୋଲି ସୂଚନା ରହିଛି । ତିନି ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ବୁଝାଇଶୁଝାଇ ଘରକୁ ନେଇଥିବାବେଳେ ଅନ୍ୟ ଦୁଇ ଯୁବତୀ ଏକାଠି ରହିବାକୁ ଜିଦ୍‌ ଧରିଥିଲେ । ଏନେଇ ଥାନାରେ ବେଶ୍‌ ହାଇଡ୍ରାମା ଚାଲିଥିଲା ।

ୟୁପିରେ ଯୁବତୀଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ମାମଲା ଏହା ପ୍ରଥମ ନୁହେଁ । ଅଗଷ୍ଟ ମାସରେ ମଧ୍ୟ ଠିକ୍‌ ଏହିପରି ଏକ ମାମଲା ଅଯୋଧ୍ୟାରୁ ଆସିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026
Latest News

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.