Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁସଲିମ ଯୁବକ ନିଜକୁ ହିନ୍ଦୁ କହି ଯୁବତୀକୁ କଲେ ବିବାହ, ତା’ପରେ କଣ ହେଲା ଜାଣନ୍ତୁ
ଆଜିର ଖବର

ମୁସଲିମ ଯୁବକ ନିଜକୁ ହିନ୍ଦୁ କହି ଯୁବତୀକୁ କଲେ ବିବାହ, ତା’ପରେ କଣ ହେଲା ଜାଣନ୍ତୁ

November 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁସଲିମ ଯୁବ ନିଜକୁ ହିନ୍ଦୁ କହି ଯୁବତୀକୁ କଲା ବିବାହ, ଘଟଣା ଜଣାପଡିବା ପରେ କଣ ହେଲା ଜାଣନ୍ତୁ

ନୋଇଡା, ନୂଆଦିଲ୍ଲୀ ନିକଟସ୍ଥ ନୋଇଡା ବୁଦ୍ଧ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମୁସିଲମ ଯୁବକ ନିଜକୁ ହିନ୍ଦୁ ବୋଲି କହି ଜଣେ ହିନ୍ଦୁ ଯୁବତୀକୁ ବିବାହ କରିଛି। ହେଲେ ଘଟଣାଟି ଜଣାପଡିବା ପରେ ଯୁବକ ଜଣଙ୍କ ଝିଅ ଘରକୁ 25 ଲକ୍ଷ ଟଙ୍କା ମାଗିଛି। ତାହା ନ ହେଲେ ଘଟଣା ପ୍ରଘଟ କରିଦେବି ବୋଲି ଧମକ ଦେଇଛି। ଏ ନେଇ ନୋଇଡା ସେକ୍ଟର 20 ଥାନାରେ ଏକ ମାମଲା ଋଜୁ କରାଯାଇଛି।

ପୋଲିସ କହିବା ଅନୁସାରେ ନୋଇଡାର ସାହିଲ ଖାନ ନିଜକୁ ସାହିଲ ସିଂ କହି ସେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ଯୁବତୀ ରାଜି ହେବା ପରେ ବିବାହ କରିଥିଲା। ମୁସିଲମ ଯୁବକ ଜଣକ ଜାଲ କାଗଜ ପତ୍ର କରି ନିଜକୁ ସାହିଲ ସିଂ ବୋଲି ଉଲ୍ଲେଖ କରିଛି। ଯୁବତୀ ଜଣଙ୍କ ତାହାକୁ ବିଶ୍ବାସ କରି ବିବାହ କରିଦେଇଥିଲେ। ହେଲେ ପରେ ଜଣାପଡିଥିଲା ଯେ ସେ ଜଣେ ମୁସିଲମ ଯୁବକ। ଏହାପରେ ଯୁବତୀ ଜଣଙ୍କ ତାଙ୍କୁ ଛାଡିଦେବାକୁ ନିଷ୍ପତି କରିଥିଲା। ଏହି ମାମଲା ଥାନକୁ ଯିବା ପରେ ଯୁବକ ଜଣଙ୍କ ବର୍ତ୍ତମାନ ଫେରାର ଅଛନ୍ତି।

Noida Police
Share. Facebook Twitter LinkedIn Email WhatsApp Copy Link

Related Posts

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026
Latest News

ଅକ୍ଟୋବର ୨୭ରେ ଇସ୍ରାଏଲ୍‌ ସାଧାରଣ ନିର୍ବାଚନ

October 8, 2026

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.