Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ତ୍ତିକ ପୂର୍ଣ୍ଣିମା : 144 ଧାରା ଜାରି କଲା ଯାଜପୁର ପ୍ରଶାସନ
ଆଜିର ଖବର

କାର୍ତ୍ତିକ ପୂର୍ଣ୍ଣିମା : 144 ଧାରା ଜାରି କଲା ଯାଜପୁର ପ୍ରଶାସନ

November 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯାଜପୁର : ଚଳିତ ବର୍ଷ ଆରମ୍ଭରୁ ହିଁ କରୋନା ମହାମାରୀ ଯୋଗୁଁ ପ୍ରାୟ ସବୁ ପର୍ବ ପର୍ବାଣୀ ଫିକା ପଡିଛି । ଆବଦ୍ଧ ମଣ୍ଡପରେ ଦୁର୍ଗା ପୂଜା ଠାରୁ ନେଇ ଭକ୍ତ ବିହିନ ରଥଯାତ୍ରା ପର୍ଯ୍ୟନ୍ତ ସବୁଠି କରୋନାର ପ୍ରଭାବ ଦେଖିବାକୁ ମଳିଛି ।

ଆଗକୁ ଆସୁଛି କର୍ତ୍ତିକ ପୂର୍ଣ୍ଣିମା । ଆଉ ମାତ୍ର ଦୁଇ ଦିନ ପରେ ଡଙ୍ଗା ଭସାକୁ ଦୃଷ୍ଟିରେ ରଖି ଏବେ ଠାରୁ ଘାଟ ଓ ମନ୍ଦିର ମାନଙ୍କରେ କଟକଣା ଜାରି ହେଲାଣି । ଯାଜପୁର ଜିଲ୍ଲାର ବୈତରଣୀ ଏକ ପବିତ୍ର ନଦୀ ହୋଇଥିବାରୁ ଏହିଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବା ସହ ହଜାର ହଜାର ଲୋକ ଡଙ୍ଗା ଭସାଇବାକୁ ଭିଡ କରିଥାନ୍ତି। ଏଥିସହିତ ନଦୀ ଦୁଇ ପାର୍ଶ୍ୱରେ ଥିବା ବରାହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଏବଂ ନିକଟରେ ଥିବା ଆରାଧ୍ୟ ଦେବୀ ମା ବିରଜାଙ୍କ ମନ୍ଦିରରେ ମଧ୍ୟ ପ୍ରବଳ ଜନଗହଳି ହୋଇଥାଏ । ଯାଜପୁରର ବିଭନ୍ନ ମନ୍ଦିର ଓ ନଦୀ ଘାଟରେ 144 ଧାରା । ଆସନ୍ତାକାଲିଠୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ଲାଗିଲା 144 ଧାରା। କାର୍ତ୍ତିକ ପୂର୍ଣ୍ଣିମା ହେତୁ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିରଜା ମନ୍ଦିର, ଜଗନ୍ନାଥ ମନ୍ଦିର, ଯାଜପୁରର ଦେବୀଗଡା ଘାଟ, ଦଶାଶ୍ୱମେଧ ଘାଟ ଓ ବରାହନାଥ ମନ୍ଦିରରେ 144 ଧାରା ଲାଗିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026
Latest News

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026

ଅକ୍ଟୋବର ୧୬ ତାରିଖ ଶୁକ୍ରବାର ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ

October 16, 2026

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.