Author: SM Network

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଡିଏନଏ ପରୀକ୍ଷା ମେଳ ଖାଉଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ ମେଳ ଖାଉଛି ବୋଲି ନିଶ୍ଚିତ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଲଣ୍ଡନ ପାଇଁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ବିଜୟ ରୂପାଣୀ ଥିଲେ। ବିମାନରେ ୨୪୨ ଜଣ ଥିଲେ, ଯେଉଁଥିରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣାରୁ କେବଳ ଜଣେ ବଞ୍ଚି ଯାଇଥିଲେ। ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ସମ୍ପର୍କରେ ଗୃହମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ, “ଆମର ନେତା, ଯିଏ ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଜୁରାଟରେ ଜନସେବା ପାଇଁ ଉତ୍ସର୍ଗ କରିଥିଲେ, ତାଙ୍କର…

Read More

ନୂଆଦିଲ୍ଲୀ: ଭାରତର-ଏ ଦଳ ଶୁଭମନ ଗିଲଙ୍କ ନେତୃତ୍ୱରେ ମୁଖ୍ୟ ଦଳ ସହିତ ଏକ ଅଭ୍ୟାସ ମ୍ୟାଚ୍ ଖେଳୁଛି। ଦ୍ୱିତୀୟ ଦିନରେ ଭାରତ-ଏ ପାଇଁ ଖେଳୁଥିବା ସରଫରାଜ ଖାନ ଏକ ଚମତ୍କାର ଶତକ ମାରିଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଇଂଲଣ୍ଡରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଯଦିଓ ସେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳର ଅଂଶ ନୁହଁନ୍ତି, କିନ୍ତୁ ସେ ଏବେ ସାମିଲ ହୋଇପାରିବେ କି? ଭାରତ ଏବଂ ଭାରତ-ଏ ଦଳ ମଧ୍ୟରେ ଆନ୍ତଃ-ସ୍କ୍ୱାଡ୍ ଅଭ୍ୟାସ ମ୍ୟାଚ୍ କେଣ୍ଟି କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଛି। ସର୍ଫରାଜ ଖାନ ଶତକ ମାରିଥିବା ବେଳେ, ଜସପ୍ରିତ ବୁମରାହ ଗୋଟିଏ ବି ୱିକେଟ ପାଇ ନଥିଲେ, ମହମ୍ମଦ ସିରାଜ ୨ ଟି ୱିକେଟ ପାଇଥିଲେ କିନ୍ତୁ ସେ ବହୁତ ରନ ଦେଇଥିଲେ। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଦଳରେ ସରଫରାଜ ଖାନଙ୍କୁ ଚୟନ କରାଯାଇ ନଥିଲା, କିନ୍ତୁ ସେ ଭାରତ-ଏ ଦଳ…

Read More

ନୂଆଦିଲ୍ଲୀ: ଶନିବାର (୧୪ ଜୁନ୍) ଆମେରିକାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନ ଏବଂ ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀ। ଏହି ଐତିହାସିକ ଅବସର ୱାଶିଂଟନ୍ ଡିସିରେ ଏକ ମହାନ ସାମରିକ ପରେଡ ସହିତ ପାଳନ କରାଯାଇଥିଲା, କିନ୍ତୁ ଏହି ଉତ୍ସବ ମଧ୍ୟରେ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଥିଲେ ଯେ, ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ପରେଡରେ ‘ଅତିଥି’ ଭାବରେ ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ ହାଉସକୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ପଡିଲା। ମହାନ ସାମରିକ ପରେଡରେ ଟ୍ରମ୍ପଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଉପସ୍ଥିତି ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀରେ ରାଜଧାନୀ ୱାଶିଂଟନ୍ ଡିସିରେ ଏକ ବିଶାଳ ସାମରିକ ପରେଡ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଉଚ୍ଚ-ପ୍ରୋଫାଇଲ୍ କୂଟନୀତିଜ୍ଞ ଏବଂ ସାମରିକ ଅଧିକାରୀ ଏହି…

Read More

ନୂଆଦିଲ୍ଲୀ: ଆଜିଠୁ ତିନୋଟି ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସାଇପ୍ରସ ଗଣରାଜ୍ୟ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଆଜି ଯାଉଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ତିନୋଟି ରାଷ୍ଟ୍ର ସାଇପ୍ରସ ଗଣରାଜ୍ୟ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଯିବି। ଜୁନ ୧୫ – ୧୬ ତାରିଖରେ, ମୁଁ ରାଷ୍ଟ୍ରପତି ମହାମହିମ ନିକୋସ କ୍ରିଷ୍ଟୋଡୁଲାଇଡସଙ୍କ ନିମନ୍ତ୍ରଣରେ ସାଇପ୍ରସ ଗଣରାଜ୍ୟ ଗସ୍ତ କରିବି। ସାଇପ୍ରସ ହେଉଛି ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘରେ ଏକ ଘନିଷ୍ଠ ବନ୍ଧୁ ଓ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ଐତିହାସିକ ସମ୍ଵନ୍ଧକୁ ମଜଭୁତ କରିବ ଏବଂ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ ବିସ୍ତାର କରିବ ଏବଂ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସାଇପ୍ରସରୁ, ମୁଁ ପ୍ରଧାନମନ୍ତ୍ରୀ ମହାମହିମ…

Read More

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ କିଭଳି ଏହାକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ, ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଉଠିଛି। ଏହି କ୍ରମରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଶାସନ କର୍ତ୍ତୃପକ୍ଷ ଦଇତାପତିମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ଦଇତାପତି ନିଯୋଗ ସଭାପତି, ସଂପାଦକଙ୍କ ସହ ବାଡ଼ଗ୍ରାହୀ ଓ ଯୁବ ଦଇତାପତିମାନେ ଯୋଗ ଦେଇଥିଲେ। ଚଳିତବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ପ୍ରସାଦ ସେବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଗତବର୍ଷ ପହଣ୍ଡି ଅଘଟଣର ପୁନରାବୃତ୍ତି ଯେଭଳି ନ ଘଟିବ, ସେଥିପାଇଁ ସ୍ବତ୍ତ୍ବଲିପି ଅନୁଯାୟୀ ସେବା ସଂପୃକ୍ତ ୩ ଜଣ ସେବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ତିନିଜଣିଆ କମିଟିର ପରାମର୍ଶ ଅନୁଯାୟୀ ପହଣ୍ଡି କାର୍ଯ୍ୟ କରାଯିବ। ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ନିଯୋଗର…

Read More

ନୂଆଦିଲ୍ଲୀ: ତିରୁବନନ୍ତପୁରମ ବିମାନବନ୍ଦରରେ ବ୍ରିଟିଶ ଲଢ଼ୁଆ ବିମାନ ଏଫ-୩୫ ଜରୁରୀକାଳୀନ ଅବତରଣ କରିଛି। କୁହାଯାଉଛି ଯେ, ଖରାପ ପାଗ ଯୋଗୁଁ ଏହି ଲଢ଼ୁଆ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ଜେଟ୍ ବିମାନ ବ୍ରିଟେନର ପ୍ରିନ୍ସ ଅଫ୍ ୱେଲ୍ସ ବିମାନ ବାହକ ଗୋଷ୍ଠୀର ଏକ ଅଂଶ, ଯାହା ବର୍ତ୍ତମାନ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିୟୋଜିତ ଅଛି ଏବଂ ଯାହା ସମ୍ପ୍ରତି ଭାରତୀୟ ନୌସେନା ସହିତ ଏକ ମିଳିତ ଅଭ୍ୟାସ କରିଛି।

Read More

ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ-ତିନି ଦନ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ଅଗ୍ରସର ହେବାକୁ ଯାଉଛି। ଓଡ଼ିଶା ଗସ୍ତ ଅବସରରେ ସ୍ଥାନୀୟ ପାଣିପାଗ କେନ୍ଦ୍ର ଠାରେ ରାଜ୍ୟରେ ମୌସୁମୀ ସ୍ଥିତି ନେଇ IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ଷା ପରିମାଣ ଧିରେ ଧିରେ ବଢ଼ିବ। ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ସାଧାରଣତଃ ମୌସୁମୀ ବାୟୁ ମେ ମାସ ୧୨ ତାରିଖ ପାଖାପାଖି ପ୍ରବେଶ କରେ। ଚଳିତ ବର୍ଷ ମୌସୁମୀ ବାୟୁ ସାଧାରଣ ସମୟରେ ଆସୁଛି। ପୂର୍ବ ଭଳି ଅନୁମାନ ଅନୁସାରେ ମୌସୁମୀ ବୃଷ୍ଟିପାତ ସମାନ ରହିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Read More

ନୂଆଦିଲ୍ଲୀ: ଆମେରିକାର ମିନେସୋଟା ରାଜ୍ୟରେ ଜଣେ ଡେମୋକ୍ରାଟିକ୍ ନେତାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ମିନେସୋଟାର ଡେମୋକ୍ରାଟିକ୍ ସେନେଟର ଜନ୍ ହଫମ୍ୟାନ୍ ଏବଂ ଡେମୋକ୍ରାଟିକ୍ ପ୍ରତିନିଧି ମେଲିସା ହର୍ଟମ୍ୟାନ୍ ଙ୍କୁ ରାତିରେ ତାଙ୍କ ଘରେ ଗୁଳି କରାଯାଇଛି। ପୋଲିସ ଅଫିସର ବେଶରେ ତାଙ୍କ ଘରକୁ ଆସିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏଭଳି ଘଟଣା ଘଟାଇଛନ୍ତି। ମିନେସୋଟା ରାଜ୍ୟପାଳ ୱାଲ୍ଜ କହିଛନ୍ତି ଯେ, ଡେମୋକ୍ରାଟିକ୍ ପ୍ରତିନିଧି ମେଲିସା ହର୍ଟମ୍ୟାନ୍ ଏବଂ ତାଙ୍କ ସ୍ୱାମୀଙ୍କୁ ଗୁଳି କରାଯାଇଛି। ରାଜ୍ୟପାଳ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବର୍ଣ୍ଣନା କରିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି ଏବଂ ହତ୍ୟା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ଏବଂ କିଏ ଅପରାଧ ଘଟାଇଛି ତାହା ଜାଣିବାକୁ ଚେଷ୍ଟା କରୁଛି। ସୂଚନା ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତିଜଣଙ୍କ ଘରେ ପ୍ରବେଶ କରିବା ପାଇଁ ନିଜକୁ ପୋଲିସ ଅଧିକାରୀ ଭାବରେ ପରିଚୟ ଦେଇଥାଇପାରେ। ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏପର୍ଯ୍ୟନ୍ତ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ…

Read More

ନୂଆଦିଲ୍ଲୀ: ଗୁପ୍ତକାଶୀରୁ କେଦାରନାଥ ଧାମକୁ ଉଡ଼ାଣ ଭରୁଥିବା ଆର୍ଯ୍ୟନ ଆଭିଏସନ୍‌ର ହେଲିକପ୍ଟର ଗୌରୀକୁଣ୍ଡ-ସୋନପ୍ରୟାଗ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ୍‌ଙ୍କ ସମେତ ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗର ଗୌରୀକୁଣ୍ଡ ଅଞ୍ଚଳରେ ଘଟିଛି। ଏହି ହେଲିକପ୍ଟର କେଦାରନାଥ ଧାମରୁ ଫାଟାକୁ ଆସୁଥିଲା, ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଏହି ହେଲିକପ୍ଟରରେ କ୍ଷମତାଠାରୁ ଅଧିକ ଲୋକ ଥିଲେ। ଉତ୍ତରାଖଣ୍ଡର ଏଡିଜି ଡକ୍ଟର ଭି. ମୁରୁଗେସନ କହିଛନ୍ତି ଯେ, ଗୌରୀକୁଣ୍ଡରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୬ ଜଣ ଥିଲେ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ସକାଳ ୫:୧୭ ରେ ଆର୍ଯ୍ୟନ କମ୍ପାନୀର ଏକ ହେଲିକପ୍ଟର କେଦାରନାଥ ହେଲିପ୍ୟାଡ୍‌ରୁ ଗୁପ୍ତକାଶୀ ହେଲିପ୍ୟାଡ୍‌କୁ ୬ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଉଡ଼ାଣ ଭରିଥିଲା। ରାସ୍ତାରେ…

Read More

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଓଡ଼ିଆ ପର୍ବପର୍ବାଣୀ ଓ ସଂସ୍କୃତିକୁ ସମ୍ମାନ ଦେଇ ଦର୍ଶକଙ୍କ ମନ ଜିତିଥାଏ। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ଓ ରିୟ୍ଯାଲିଟି ସୋ ସବୁ ହେଉଛି ତାର ଜ୍ଵଳନ୍ତ ଉଦାହରଣ। ରଜ ଉପଲକ୍ଷେ ସମ୍ପୂର୍ଣ୍ଣ ଓଡ଼ିଆ ଘରର କାହାଣୀକୁ ନେଇ କେବଳ ଜୀ ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର କରିବାକୁ ଯାଉଛି ଫିଲ୍ମ ‘ଭାଇ’। ଫିଲ୍ମର ଏକ ମିନିଟ ୧୧ ସେକେଣ୍ଡର ଟିଜର ହିଁ ଚର୍ଚ୍ଚା ଆଣିଥିଲା ରିଲିଜ୍ ସମୟରେ। ବିଶେଷ କରି ଜାମ୍ମୁ କାଶ୍ମୀର ଓ ଲଦାଖରେ ସୁଟିଂ ହୋଇଥିବା ଏହି ଫିଲ୍ମ ସାଉଁଟିଥିଲା ଦର୍ଶକଙ୍କ ଭଲପାଇବା। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ଏକ ଚିତାକର୍ଷକ କାହାଣୀ ନେଇ ଆସିଛି ଫିଲ୍ମ ‘ଭାଇ’। ଜୀବନରେ ଅନେକ ବାଧାବିଘ୍ନ ମଧ୍ୟରେ ବଢ଼ିବା ପରେ, ଜଣେ ଭାଇ ନିଜ…

Read More

ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ପ୍ରଦାନ କରନ୍ତୁ କିମ୍ବା ଅନ୍ୟ କୌଣସି ଧାର୍ମିକ ରୀତିନୀତିରେ ଜଳର ଆବଶ୍ୟକତା ରହିଛି। ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଘରର ଦ୍ୱାର ନିକଟରେ ପାଣି ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଥିବା ଦ୍ୱାରଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ କରେ । ଜଳ ପାତ୍ରକୁ କେବଳ କବାଟ ପାଖରେ ରଖିବା ଉଚିତ୍, ଏହାକୁ ଡାହାଣ ପାଖରେ ରଖନ୍ତୁ ନାହିଁ । ଯଦି ଆପଣ ତାହା କରନ୍ତି, ଫଳାଫଳ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ହେବ। ବିସ୍ତୁତ ଭାବେ କହିବାକୁ ଗଲେ ଯେତେବେଳେ ଆପଣ ଘରେ ଠିଆ ହୋଇ ବାହାରକୁ ଚାହିଁବେ, ତେବେ ପାଣି ପାତ୍ରଟି ଆପଣଙ୍କ ବାମ ପାର୍ଶ୍ୱରେ ରହିବା ଉଚିତ।…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଜଣେ ମଣିଷ ଜୀବନ କାଳ ମଧ୍ୟରେ କଣ କଲେ ତାହାର ସମ୍ମାନ ବୃଦ୍ଧି ପାଇବ। ଚାଣକ୍ୟଙ୍କ ହିସାବରେ ଯଦି ଜଣେ ସମାସ୍କନ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ବ ସ୍ଥାପନ କରନ୍ତି ତେବେ ତାହା ଶୋଭା ପାଇବ। ସେମାନଙ୍କ ମଧ୍ୟରେ ଭଲ ଭାବର ଆଦାନ ପ୍ରଦାନ ହୋଇପାରିବ। ସେହିପରି ଜଣେ ସରକାର ବା ରାଜାଙ୍କ ସେବା କରିବା ସବୁଠାରୁ ଭଲ, ସମ୍ମାନ ଅଛି। କାରଣ ଏହିମାନଙ୍କ ପାଖରେ କାମ କଲେ ଆପଣଙ୍କର ଜୀବୀକା ହରାଇବାର ସମ୍ଭାବନା କମ ଥାଏ। ସେହିପରି ଚାଣକ୍ୟ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଯଦି ଆପଣ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ବାରା ସମ୍ମାନ ଓ ବ୍ୟବସାୟ ବଢିବ। ସାଧାରଣତଃ ବ୍ୟବସାୟ କଲେ ସମସ୍ତ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। କାରଣ ସେମାନେ ହିଁ ଆପଣଙ୍କର ବ୍ୟବସାୟକୁ ଆଗକୁ ନେବେ। ସେହିପରି…

Read More

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ। କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ। କିନ୍ତୁ ପରେ ରାଜା ରାଜୁଡା ଅମଳରେ…

Read More

ମୁମ୍ବାଇ/ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଶିକ୍ଷାର ଅନ୍ତର୍ଜାତୀୟକରଣ ଲକ୍ଷ୍ୟକୁ ସାକାର କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ନେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଶନିବାର ମୁମ୍ବାଇରେ ଅନୁଷ୍ଠିତ ‘ମୁମ୍ବାଇ ରାଇଜିଂ: କ୍ରିଏଟିଂ ଆନ୍ ଇଣ୍ଟରନ୍ୟାସନାଲ ଏଜୁକେସନ ସିଟି’ ଶୀର୍ଷକ ଏକ ସମାରୋହରେ ବିଶ୍ୱର ସମ୍ମାନସ୍ପଦ ୫ଟି ବିଶ୍ୱବିଦ୍ୟାଳୟକୁ ଲେଟର୍ ଅଫ୍ ଇଣ୍ଟେଣ୍ଟ୍(ଏଲଓଆଇ) ପତ୍ର ପ୍ରଦାନ କରାଯାଇଛି। ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ୟୁନାଇଟେଡ୍ କିଙ୍ଗଡମ, ଅଷ୍ଟ୍ରେଲିଆ, ୟୁନାଇଷ୍ଟେଟ୍ସ ଅଫ୍ ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ପ୍ରଦାନ କରାଯାଇଛି। ୟର୍କ ବିଶ୍ୱବିଦ୍ୟାଳୟ, ଆବରଡିନ୍ ବିଶ୍ୱବିଦ୍ୟାଳୟ, ଓ୍ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ୟୁରୋପୋ ଡି ଡିଜାଇନ୍ (ଆଇଇଡି), ଇଟାଲିରର ଶାଖା କ୍ୟାମ୍ପସ ପ୍ରତିଷ୍ଠା ଭାରତର ଶିକ୍ଷା ପରିସଂସ୍ଥାନ ପ୍ରତି ଗଭୀର ଏବଂ ବର୍ଦ୍ଧିତ ବିଶ୍ୱାସକୁ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ (ସିସିଆରୱାଇଏନ) ବିଜ୍ଞାନ ଭବନରେ ଏକ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ‘ଯୋଗ କନେକ୍ଟ “ଆୟୋଜନ କରିଥିଲା, ଯାହା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ର ଅବଗଣନାରେ ଏକ ପ୍ରମୁଖ ମାଇଲଖୁଣ୍ଟ। “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରି, ଏହି କାର୍ଯ୍ୟକ୍ରମ ବ୍ୟକ୍ତିଗତ ଏବଂ ବିଶ୍ୱ କଲ୍ୟାଣରେ ଯୋଗର ପରିବର୍ତ୍ତନକାରୀ ଶକ୍ତିକୁ ମଜବୁତ କରିବା ପାଇଁ ନୀତି ନିର୍ଦ୍ଧାରକ, ଯୋଗ ଗୁରୁ, ବୈଜ୍ଞାନିକ ଏବଂ ସୁସ୍ଥତା ଚିନ୍ତାଧାରାର ନେତାମାନଙ୍କୁ ଏକାଠି କରିଥିଲା। ଏହି ଅବସରରେ ଏକ ସର୍ଭେ ରିପୋର୍ଟ ମଧ୍ୟ ଜାରି କରାଯାଇଥିଲା, ଯେଉଁଥିରେ ଆଇ.ଡି.ୱାଇ ର ଏକ ଦଶନ୍ଧିର ପ୍ରଭାବର ମୂଲ୍ୟାଙ୍କନ ଉପରେ ଆଲୋକପାତ କରାଯାଇଥିଲା। କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ…

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳାର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ଵାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି) ସମର କଳା ପରିବେଷଣ ଏବଂ ବିଶିଷ୍ଟ ସଙ୍ଗୀତ ବିଶାରଦ ଜଳଧର ପ୍ରଧାନ ଓ ସାଥୀ କଳାକାରଙ୍କ ଦ୍ୱାରା ପୁରୁଣା ଓଡ଼ିଆ କାଳଜୟୀ ସୂମଧୁର ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଆ ଅସ୍ମିତାର ପରିଚୟ ତଥା ଓଡ଼ିଆ ଅସ୍ମିତା କୁ ବଜାୟ ରଖିବା ପାଇଁ ପୁରୁଣା ଚିତ୍ତାକର୍ଷକ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଏକାର୍ଣବର୍ତ୍ତି ପରିବାରର ମହତ୍ତ୍ଵ, ପିତାମାତା ଜନ୍ମଦାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ, ସେମାନଙ୍କ ସ୍ବପ୍ନକୁ ସାକାର କରିବା, ଭାଇ, ଭାଇ, ଭାଇ ଓ ଭଉଣୀ ମଧ୍ୟରେ ସ୍ନେହଁ ଶ୍ରଦ୍ଧା ଅତୁଟ ବନ୍ଧନ, ଏକତା ହିଁ…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ। ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ। କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ। ଚାକିରୀରେ ଆପଣ…

Read More

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ସ୍ଥିତ ଓଟିଡିସି ଠାରେ ନିରାଡମ୍ବରରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ଡାକ୍ତର ପାତ୍ର ଓଡ଼ିଶାର ଗଣପର୍ବ ରଜ ପରିବର୍ତ୍ତନ ଓ ସର୍ଜନାର ପର୍ବ ବୋଲି ଅଭିହିତ କରିବାସହ ଉତ୍କଳୀୟ ଧର୍ମ, ସଂସ୍କୃତି,ପରମ୍ପରା ଓ ଦର୍ଶନ ଦୃଷ୍ଟିରୁ ରଜ ଏକ ପୂଜା ନୁହେଁ ବରଂ ଏକ ନୈସର୍ଗିକ ପର୍ବ ବୋଲି କହିଥିଲେ। ତେବେ ନିକଟରେ ଅହମଦାବାଦ ବିମାନ ବନ୍ଦର ରେ ଘଟିଥିବା ବିମାନ ଦୁର୍ଘଟଣା କୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାଂସଦ ଡାକ୍ତର ପାତ୍ର ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ଏବଂ ଉତ୍ସବରେ ସାମିଲ ହୋଇନଥିଲେ। କେବଳ ଔପଚାରିକ ଭାବେ ରଜ ମହୋତ୍ସବକୁ ଉଦଘାଟନ କରି ଫେରିଯାଇଥିଲେ। ଉକ୍ତ ଦୁଃଖଦ ସମୟରେ ସମଗ୍ର ଦେଶବାସୀ…

Read More

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ, ମନ୍ତ୍ରଣାଳୟର ସଚିବ ସମୀର କୁମାର ସିହ୍ନା ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଜି ନୂଆଦିଲ୍ଲୀର ଉଡାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମ୍ମିଳନୀରେ ଏୟାର ଇଣ୍ଡିଆ ବିମାନ ଏଆଇ 171ର ଦୁଃଖଦ ଦୁର୍ଘଟଣା ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ତୁରନ୍ତ ପ୍ରତିକ୍ରିୟା, ଜାରି ରହିଥିବା ତଦନ୍ତର ସ୍ଥିତି ଏବଂ ବିମାନ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଭବିଷ୍ୟତରେ ସଂସ୍କାର ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଥିଲା। ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା ସହିତ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, 12 ଜୁନ୍ 2025ରେ, ଅହମ୍ମଦାବାଦ ଏବଂ ଗାଟୱିକ୍ ବିମାନବନ୍ଦର (ଲଣ୍ଡନ) ମଧ୍ୟରେ ଚଳାଚଳ କରୁଥିବା ଏକ ବୋଇଂ 787-8 ଡ୍ରିମଲାଇନର ବିମାନ ତଥା ଏୟାର ଇଣ୍ଡିଆର ଫ୍ଲାଇଟ୍ ସଂଖ୍ୟା ଏଆଇ171…

Read More

ଯୋଗାଭ୍ୟାସ ଏକାତ୍ମଭାବ ସୃଷ୍ଟିକରେ-ମନ, ଶରୀର ଓ ବୁଦ୍ଧିର ଏକାତ୍ମତା, ପରିବାର ଓ ସମାଜ ସହ ଏକାତ୍ମତା, ଆମ ସହ ଏହି ସୁନ୍ଦର ପୃଥିବୀରେ ରହୁଥିବା ପଶୁପକ୍ଷୀ, ବୃକ୍ଷଲତାଙ୍କ ଏକାତ୍ମତା….ଏହା ହିଁ ଯୋଗ। -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମାଲି ମସ୍ତାନ ବାବୁ ଏକ ସାଧାରଣ ପୃଷ୍ଠଭୂମିରୁ ଉଠି ଭାରତର ସବୁଠାରୁ ସଫଳ ପର୍ବତାରୋହୀମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି। ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟରେ ତାଙ୍କର ଶିକ୍ଷାଗତ ସଫଳତା ସହିତ, ପର୍ବତାରୋହଣ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଥିଲା ଏବଂ ସେ ତୀବ୍ର ଶାରୀରିକ ଏବଂ ମାନସିକ ତାଲିମ ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିଥିଲେ। ଯୋଗ ତାଙ୍କ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯୋଗ ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ ଶାନ୍ତ, ସଶକ୍ତ ଓ ନିଜ ଲକ୍ଷ୍ୟ ପ୍ରତି ଅବିଚଳିତ ରହିବାରେ ସାହାଯ୍ୟ କରିଥିଲା । ନିଜ ଖାଦ୍ୟ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଚଢ଼ିବାର…

Read More