ନୂଆଦିଲ୍ଲୀ: ବାହୁବଲୀ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଦେହାନ୍ତ ହୋଇଛି। ସୂଚନାନୁସାରେ, ଜେଲରେ ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି। ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ବାନ୍ଦା ମେଡିକାଲ କଲେଜ ପରିସରରେ ସୁରକ୍ଷା […]
ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି ବୋଲି କରାଯାଇଛି ଅଭିଯୋଗ। ଏଥିରେ ରାଜ୍ୟ […]
ଖୋର୍ଦ୍ଧା: “ଓଡିଶା ଦିବସ-୨୦୨୪” ମହାସମାରୋହରେ ପାଳନ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ଯକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଯୋଗଦେଇ […]
ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ରେ ଖେଳାଳିଙ୍କ ଆଘାତ ସମସ୍ୟା ଲାଗିରହିଛି। ବର୍ତ୍ତମାନ ଆଫଗାନିସ୍ତାନର ସ୍ପିନ୍ ବୋଲର ମୁଜିବ-ଉର-ରହମାନ ଆହତ କାରଣରୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ କୋଲକାତା ନାଇଟ୍ ରାଇଡର୍ସ ୧୬ ବର୍ଷୀୟ ଆଫଗାନିସ୍ତାନ ଅଫ୍ ସ୍ପିନ୍ ବୋଲର […]
କନ୍ଦର୍ପ ବେହେରା ରେଢାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ୍ ଗ୍ରାମ ଖେସରା ଜଙ୍ଗଲରେ ଆଜି ଭୋରରୁ ଭାଲୁ ଆକ୍ରମଣରେ ଜଣେ ମୃତବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ, ଟାଲ ଗ୍ରାମର ଅଭି ସେଠୀ ( ୬୫ […]
ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ପାଣିମୋରା ଗ୍ରାମରେ ସ୍ବାମୀର ଠେଙ୍ଗା ମାଡରେ ପତ୍ନୀ ମୃତ୍ୟୁବରଣ କରିଥିବା ଖବର ପୋଲିସ୍ ସୂତ୍ରରୁ ଜଣାପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା ପାଣିମୋରା ଗ୍ରାମର ଲଳିତ ମାଟିଆରୀକୁ ତାଙ୍କ […]
ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ ସଫଳତା ମିଳିଛି। ସିମେଣ୍ଟ ବୋଝେଇ ଟ୍ରକରୁ ୨୫୦ ବସ୍ତା ଚୋରୀ ମାମଲାର ପୋଲିସ ପର୍ଦ୍ଦାଫାସ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ରାମକୋ କମ୍ପାନୀର ୭୨ ବସ୍ତା ସିମେଣ୍ଟ ଏବଂ ଦୁଇଟି […]
ନୂଆଦିଲ୍ଲୀ: ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟିର ନେତା ତଥା କର୍ମୀମାନେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିବାଦ ମଧ୍ୟରେ କିଛି […]
ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ମହାରାଷ୍ଟ୍ରର ସିଏମ୍ ନକାଥ ସିନ୍ଦେଙ୍କୁ ଭେଟି ଶିବସେନାରେ ଯୋଗ ଦେଇଛନ୍ତି। ସେ ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇପାରନ୍ତି। ଗୋବିନ୍ଦା ମୁମ୍ବାଇ ଉତ୍ତର ପଶ୍ଚିମ ଆସନରୁ ଟିକେଟ ପାଇପାରନ୍ତି। କଂଗ୍ରେସ ଟିକେଟରେ ଗୋବିନ୍ଦା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା […]
ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା […]
ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ୧୦୦ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ଆଜି ଗଣମାଧ୍ୟମକୁ କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଦଳ ତରଫରୁ ସମସ୍ତ […]
ଭୁବନେଶ୍ବର: ଆଜି ନବୀନ ନିବାସରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ତେବେ ଟିକେଟ ପାଇବା ପାଇଁ ନୁହେଁ ବରଂ ଟିକେଟ ପାଇବା ପରେ ପ୍ରାର୍ଥୀଙ୍କ ଏହି ଭିଡ ଜମିଛି। ଗତକାଲି ନବୀନ ପଟ୍ଟନାୟକ 72 ଟି ବିଧାନସଭା ଏବଂ 15ଟି ଲୋକସଭା […]
ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଟୋଲ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ଉପଗ୍ରହ ଭିତ୍ତିକ ବ୍ୟବସ୍ଥା ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଚାଲୁଥିବା ଟୋଲ ସଂଗ୍ରହ ବ୍ୟବସ୍ଥାକୁ ରଦ୍ଦ କରାଯିବ। […]
ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା। ସେମାନେ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ ଏବଂ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏଥିସହିତ ସମାଜସେବୀ ପଦ୍ମଶ୍ରୀ ଦମୟନ୍ତି ବିସ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତେ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ କର୍ଣ୍ଣାଟକରେ କଂଗ୍ରେସ ଆଜିକାଲି ଦଳର ଆଭ୍ୟନ୍ତରୀଣ କଳହ ସହ ସଂଗ୍ରାମ କରୁଛି। ଦଳରେ କୋଲାର ଆସନକୁ ନେଇ ବିବାଦ ଲାଗି ରହିଛି। ପୂର୍ବତନ ସାଂସଦଙ୍କ ଜ୍ଵାଇଁଙ୍କୁ କୋଲାର ସିଟ୍ ଦେବାକୁ ନେଇ ପାଞ୍ଚ ଜଣ […]
ଭୁବନେଶ୍ବର: କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେପିରେ ସାମିଲ ହେବେ। ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ। ଆଜି ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ସେ ନିକଟରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ […]
ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଏଥର ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବେ ବୋଲି […]
ଭୁବନେଶ୍ଵର: ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ଗୁରୁବାର ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ଗୁରୁବାର ଦିନ କରାଯାଉଥିବା ଉପାୟ ଆପଣଙ୍କ ଜୀବନରେ ଅଗ୍ରଗତି ଆଣିଥାଏ। ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଆପଣ ଲାଭ ପାଇବେ। ହଳଦିଆ […]
ଭୁବନେଶ୍ବର: କଂଗ୍ରେସର ସମସ୍ତ କମିଟରୁ ଇସ୍ତଫା ପ୍ରଦାନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଭିନ୍ନ କମିଟରୁ ଇସ୍ତଫା ଦେଇଥିବାର ଜଣାପଡିଛି। ହେଲେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି। ଅର୍ଥାତ ସେ ଦଳରୁ ଇସ୍ତଫା ଦେଇ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଲଜିୟମର ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ଡି କ୍ରୁଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ନିକଟରେ ବ୍ରସେଲ୍ସରେ ପ୍ରଥମ ପରମାଣୁ ଶକ୍ତି ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଡି କ୍ରୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଭୟ […]
ଭୁବନେଶ୍ୱର: ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ […]