ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ […]
ରଣପୁର: ଆଜି ପ୍ରବିତ୍ର ରାମ ନବମୀ ଉପଲକ୍ଷ ଚଳିତ ବର୍ଷ ରଣପୁର ଚଳଚଂଚଳ ହୋଇ ଉଠିଥିଲା। ରଣପୁର ବଜରଙ୍ଗ ଦଳ ପ୍ରଖଣ୍ଡ ଓ ଶ୍ରୀରାମ ସେନା ସଂଗଠନ ତରଫରୁ ରଣପୁରରେ ଦ୍ୱିତୀୟ ଥର ପାଇଁ ଧୁମ୍ଧାମ୍ ସହ ବିଶାଳ ଶୋଭାଯାତ୍ରା କରାଯାଇ […]
ଭୁବନେଶ୍ୱର: ଏନସିଇଆରଟି ଭୁବନେଶ୍ୱରର ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ପକ୍ଷରୁ ଆୟୋଜିତ ଏକ୍ସଟେନ୍ସନ ଲେକ୍ଚର ସିରିଜରେ ସ୍ଲୋଭାକିଆସ୍ଥିତ ତ୍ରିନାଭା ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବ୍ରାନିସ୍ଲାଭ ପୁପାଲା ଗ୍ଲୋବାଲ ସ୍ତରରେ ସ୍କୁଲ ସିଷ୍ଟମ ସଂସ୍କାର ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗୁଲାମ ନବୀ ଆଜାଦ ଘୋଷଣା କରିଛନ୍ତି। ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ତାଙ୍କୁ ଅନନ୍ତନାଗ-ରାଜୌରୀ ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ଆଡଭୋକେଟ୍ ମହମ୍ମଦ ସଲିମ ପରେ ତାଙ୍କ ଦଳରୁ ନିର୍ବାଚନରେ […]
ନୂଆଦିଲ୍ଲୀ: ଅହମ୍ମଦାବାଦ ବଡୋଦରା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଟି ଟ୍ରେଲରର ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା […]
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଯାତ୍ରୀଭଇଡ୍କୁ ଏଡ଼ାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଗ୍ରୀଷ୍ମ କାଳୀନ ଭୀଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କାରାଯିବା ସହିତ […]
ଭୁବନେଶ୍ୱର: ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ […]
ଖୋର୍ଦ୍ଧା: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ନବମୀ ସମନ୍ବୟ ସମିତି ଆନୁକୂଲ୍ୟରେ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଶାଖା ସଂଯୋଜନାରେ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗ ମେଲଣ ପଡିଆ ଠାରୁ ଜରିପୁଟ ଶ୍ରୀସଙ୍କଟମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର ଆଜି ସନ୍ଧ୍ୟା ୬ ଟାରେ ଶେଷ ହୋଇଥିବାବେଳେ ଦିନରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସାଧାରଣ ସଭା, ରାଲି ଓ ରୋଡ୍ ସୋ ମାଧ୍ୟମରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଖାଇଥିଲେ। ପ୍ରଧାନମନ୍ତ୍ରୀ […]
ନାଚୁଣୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗୋ ମାଂସ ଚାଲାଣ ସନ୍ଦେହରେ ଏକ ଟ୍ରକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଏକ ଟ୍ରକ ଯାଉଥିବା ବେଳେ ସେଥିରେ ଗୋ […]
ନୂଆଦିଲ୍ଲୀ: ପିଲାମାନଙ୍କର ଦାନ୍ତ ଉଠିବା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପ୍ରାୟ ୬ ରୁ ୯ ମାସ ଶିଶୁର ଦାନ୍ତ ଉଠିବା ଆରମ୍ଭ କରେ। ଏହି ସମୟରେ ଶିଶୁର ଦାନ୍ତରେ ଯନ୍ତ୍ରଣା ହୁଏ, ଯେଉଁଥିପାଇଁ ସେ ବହୁତ ଚିଡଚିଡା ହୋଇଯା’ନ୍ତି। ବାରମ୍ବାର […]
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ନବମୀ ଅବସରରେ ରାମଲାଲାଙ୍କ ସୂର୍ଯ୍ୟ ତିଳକର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏହା ହେଉଛି ରାମଲାଲାଙ୍କ ପ୍ରଥମ ରାମ ନବମୀ। ଏହି ଅବସରରେ ରାମଲାଲାଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା। […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା ଲାଗିବା ବନ୍ଦ ହେଉନାହିଁ। ପ୍ରାୟ ପ୍ରତ୍ୟେକ ଦିନ କଂଗ୍ରେସକୁ ଝଟକା ଲାଗିଛି। ଆଜି ମଧ୍ୟ କଂଗ୍ରେସର ଜଣେ ଯୁବ ଦଳୀତ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ଏକ ଭିଡିଓ […]
ଭୁବନେଶ୍ବର: ଆଜି ରାମନବମୀରେ ବିଜେଡି ୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ କଣ୍ଟାବାଞ୍ଜୀ- ନବୀନ ପଟ୍ଟନାୟକ କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ ଦେଓଗଡ- ଅରୁନ୍ଧତୀ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। […]
ନୂଆଦିଲ୍ଲୀ: ରାମ ନବମୀ ଅବସରରେ ଆମ୍ ଆଦମୀ ପାର୍ଟି ଆପକା ରାମରାଜ (AapkaRamRajya) ୱେବସାଇଟ୍ ଲଞ୍ଚ କରିଛି। ଏ ସମ୍ପର୍କରେ ସୂଚନା ଦେଇ AAP ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆଜି ରାମ ନବମୀ ଅବସରରେ ଆମେ ଏକ ୱେବସାଇଟ୍ […]
ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସାରା ରାଜ୍ୟରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ”ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ” ଉପରେ ଆମେରିକା ନିଜର ପ୍ରତିକ୍ରିୟା ଦେଇଛି। ଆମେରିକା କହିଛି ଯେ, ଆମେ ଉଭୟ ଦେଶକୁ ଟେନସନରୁ ଦୂରେଇ ରଖିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ କହିବୁ। ଆମେରିକାର […]
ନୂଆଦିଲ୍ଲୀ: ଛତିଶଗଡରେ ନକ୍ସଲମାନଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନରେ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାଙ୍କେର ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ୨୯ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏହି ସମସ୍ତ ମାଓବାଦୀଙ୍କ ମୃତଦେହ […]
ଭୁବନେଶ୍ବର: ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ […]
ଭୁବନେଶ୍ବର: ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ଦିବସ ଭାବେ […]