ଭୁବନେଶ୍ବର, ଆଜି ବିଜେଡି ତରଫରୁ ଦୁଇଟି ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ଦୁଇଟି ଜିଲ୍ଲା ହେଲା କଟକ ଏବଂ ପୁରୀ। ଏହି ଦୁଇ ଜିଲ୍ଲାରେ ପ୍ରାୟ 102 ଜଣଙ୍କ ନାମ ପ୍ରକାଶ ପାଇଛି। ଜାଣନ୍ତୁ କେଉଁମାନଙ୍କୁ ଦଳ ବିଭିନ୍ନ ପଦପଦବୀରେ ନିଯୁକ୍ତ ଦେଇଛି।