ରାଉରକେଲା : ରାଉରକେଲା କୋୟଲ ନଦୀରେ ଭାସିଯାଇ ତିନି ଯୁବକ ନିଖୋଜ ହୋଇଯାଇଛନ୍ତି । ସେମାନେ ଝିରିପାଣିକୁ ପିକିନିକ ମନାଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ତେବେ ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ।