Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ଧବିଶ୍ବାସର ପାଠଶାଳା : ଏଠାରେ ଦିଆଯାଏ ଝଡାଫୁଙ୍କା ପାଇଁ ତାଲିମ୍‌
ଆଜିର ଖବର

ଅନ୍ଧବିଶ୍ବାସର ପାଠଶାଳା : ଏଠାରେ ଦିଆଯାଏ ଝଡାଫୁଙ୍କା ପାଇଁ ତାଲିମ୍‌

December 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଝାରଖଣ୍ଡ : ବିଜ୍ଞାନର ଯୁଗରେ ଆଜି ଆମେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିସାରିଲେଣି । ବିଜ୍ଞାନର ଅଗ୍ରଗତି କାହିଁ କେଉଁଠି ପହଞ୍ଚିଥିବାବେଳେ ଆଜି ବି ଅନ୍ଧବିଶ୍ବାସର ଜାଲରେ କିଛି ଲୋକେ ଫସିରହିଥିବାର ଦେଖାଯାଉଛି । ଅନ୍ଧବିଶ୍ବାସରର ଜାଲରେ କିଛି ଲୋକଙ୍କୁ ଫସାଇ ଅନ୍ଧବିଶ୍ବାସର ପାଠଶାଳା ଚାଲିଛି । ଏଭଳି ଏକ ପାଠଶାଳା ଝାଡଖଣ୍ଡର ଲାତେହାର ଜିଲ୍ଲାର ରହିଛି ।

ଲାତେହାର ସଦର ଉପଖଣ୍ଡରୁ ପ୍ରାୟ 15 କିଲୋମିଟର ଦୂର ବଭନହେରୁବା ଗାଁରେ ଆଜି ମଧ୍ୟ ଅନ୍ଧବିଶ୍ୱାସର ଏକ ପାଠଶାଳା ଚାଲୁ ରହିଛି। ଏଠାରେ 10 ବର୍ଷରେ ଗୋଟିଏ ଥର ପାଇଁ 4 ମାସ ପାଇଁ କ୍ଲାସ୍‌ ହୋଇଥାଏ । ଏଠାରେ ଲୋକମାନେ ମନ୍ତ୍ର ଦ୍ବାରା ସାପ, ବିଛା ଆଦିରୁ ବିଷ ଝାଡିବାର ତାଲିମ୍‌ ନେଇଥାନ୍ତି । ଏଠାରେ ଯୁବକଙ୍କୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ସମେସ୍ତ ତନ୍ତ୍ର ସାଧନାର ତାଲିମ୍‌ ନେଇଥାନ୍ତି ।ଏମାନେ ପ୍ରଥମେ ନିଜ ହାତରେ କୁକୁଡା, ଚାଉଳ ଓ ସିନ୍ଦୂର ନେଇଥାନ୍ତି । ପ୍ରଥମେ ଛେଳି, କୁକୁଡା ବଳି ଦେଇଥାନ୍ତି । ଏହି ପରମ୍ପରା ଏଠାରେ ଚାଲି ଆସିଛି । ଏହି ତାଲିମ୍‌ ନାଗ ପଞ୍ଚମୀ ଦିନରୁ ଆରମ୍ଭ ହୋଇଥାଏ । ଏହି ତାଲିମରେ ସମସ୍ତ ଶିକ୍ଷ୍ୟଙ୍କୁ ଶିକ୍ଷାଦୀକ୍ଷା ଦିଆଯାଇଥାଏ । ଏଠାରେ ଚାରିମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇଥାଏ । ଏହି ଟ୍ରେନିଂ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିଆଯାଇଥାଏ ।

ଅନ୍ଧବିଶ୍ବାସ କାରଣରୁ ଏହି ଗ୍ରାମରେ ଲୋମାନେ ଝଡାଫୁଙ୍କାରେ ବିଶ୍ବାସ ରଖନ୍ତି । କିଛି ବିଷାକ୍ତ କୀଟ ବା ସାପ କାମୁଡିଲେ ଏହି ଗ୍ରାମବାସୀମାନେ ଝଡାଫୁଙ୍କା କରି ବିଳମ୍ବରେ ହସ୍ପିଟାଲକୁ ଯାଆନ୍ତି, ଯାହା ଫଳରେ ଲୋକେ ମୃତ୍ୟମୁଖରେ ପଡନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026
Latest News

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.