Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରେଳ ଐତିହ୍ୟ ସଂଗ୍ରହାଳୟ
ଆଜିର ଖବର

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରେଳ ଐତିହ୍ୟ ସଂଗ୍ରହାଳୟ

December 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରେଳ ଐତିହ୍ୟ ସଂଗ୍ରହାଳୟ

ଭୁବନେଶ୍ବର, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭୁବନେଶ୍ୱରରେ ଏକ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ପୁରୁଣା ରେଳ ଉପକରଣର ସଂରକ୍ଷଣ, ଏହି ଅଞ୍ଚଳରେ ରେଳବାଇର ସମୃଦ୍ଧ ଇତିହାସ ପ୍ରଦର୍ଶନ କରିବା, ରେଳବାଇ ଏବଂ ଏହାର ସଫଳତା ବିଷୟରେ ଜନସାଧାରଣଙ୍କୁ ଆଲୋକିତ କରିବା ଏବଂ ପର‌୍ୟ୍ୟଟନକୁ ବୃଦ୍ଧି କରିବା ଇତ୍ୟାଦି । ଭାରତୀୟ ରେଳବାଇର ବିଶେଷ ଭାବରେ ପୂର୍ବ ତଟ ରେଳପଥର ଦୀର୍ଘ ଓ ସମୃଦ୍ଧ ଐତିହ୍ୟ ଏବଂ ଜୀବନ୍ତ ଇତିହାସକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଅଛି।

ପୁରାତନ ଯନ୍ତ୍ରପାତି, ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ମଡେଲଗୁଡିକର କଳାକୃତି, ମଡେଲ ଏବଂ ଫଟୋଗ୍ରାଫ ଗୁଡିକର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ହେରିଟେଜ୍ ସଂଗ୍ରହାଳୟରେ ସଂରକ୍ଷିତ କରାଯିବ। ଇନଡୋର ବିଭାଗରେ, ଭାରତର ରେଳବାଇର ପ୍ରଥମ ଦିନରୁ ବିଭିନ୍ନ ଡକ୍ୟୁମେଣ୍ଟ୍, ପୁରୁଣା ମାନୁଆଲ୍, ରେଳ ମାନଚିତ୍ର, ଯନ୍ତ୍ରପାତି ଏବଂ ଫଟୋଗ୍ରାଫ୍ ପ୍ରଦର୍ଶିତ ହେବାକୁ ଯାଉଛି ଯାହା ଦର୍ଶକଙ୍କୁ ଚମତ୍କାର ଇତିହାସ ଏବଂ ସମୃଦ୍ଧ ଐତିହ୍ୟକୁ ଜାଣିବାରେ ସାହାଯ୍ୟ କରିବ।

ପରିଦର୍ଶକ ମାନେ ମଧ୍ୟ ଏଠାରେ କିଛି ସୂଚନାପୂର୍ଣ୍ଣ ସମୟ ଅତିବାହିତ କରି ଭାରତୀୟ ରେଳ ବିଷୟରେ ସେମାନଙ୍କର ଜ୍ଞାନ ଆହରଣ ପାଇଁ ସୁବିଧା ପ୍ରଦାନ କରିବ। ସଂଗ୍ରହାଳୟର ବାହ୍ୟ ବିଭାଗରେ ପୁରୁଣା ବାଷ୍ପ ଚାଳିତ ଲୋକୋମୋଟିଭ୍, କୋଚ୍, ୱାଗନ୍, ସିଗନାଲ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଐତିହ୍ୟ ଆନୁସଙ୍ଗିକ ରେଳବାଇ ବ୍ୟବହୃତ ଦ୍ରବ୍ୟ ସ୍ଥାନ ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026
Latest News

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.