ନୂଆଦିଲ୍ଲୀ, ନୂଆବଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ବାର୍ତ୍ତାରେ ସେ କହିଛନ୍ତି ଯେ, ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ଭଲସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଏବଂ ଖୁସି ଆସୁ। ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ