Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ୟାସ୍ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ଏହି ନମ୍ବରରେ କରନ୍ତୁ ମିସଡ୍ କଲ୍
ଆଜିର ଖବର

ଗ୍ୟାସ୍ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ଏହି ନମ୍ବରରେ କରନ୍ତୁ ମିସଡ୍ କଲ୍

January 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିବା ପ୍ରକ୍ରିୟା ଏବେ ଆହୁରି ସହଜ ହୋଇଛି। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଗ୍ୟାସ୍ ଉପଭୋକ୍ତା ପାଇଁ ଏକ ନୂଆ ସେବା ଆରମ୍ଭ କରିଛନ୍ତି। ଆଜି ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂଆ ସେବାର ଶୁଭାରମ୍ଭ କରିଛନ୍ତି। ଏଣିକି ମିସଡକଲ୍ କଲେ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିପାରିବେ ଗ୍ୟାସ୍ ଉପଭୋକ୍ତା। ଏହାଦ୍ୱାରା ଆଉ ଡିଲରଙ୍କ ନିକଟକୁ ଦୌଡିବାକୁ ପଡିବ ନାହିଁ।

ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସଡ୍ କଲ୍ ଦେବାକୁ ପଡିବ। ମିସ୍‌ଡ କଲ କଲେ ମୋବାଇଲରେ ଗୋଟିଏ ଲିଙ୍କ୍ ଆସିବ। ଲିଙ୍କରେ ଥିବା ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଦେବାକୁ ହେବ। ନିକଟସ୍ଥ ଡିଲରଙ୍କୁ କାଗଜପତ୍ର ଦେଲେ ନୂଆ ସଂଯୋଗ ମିଳିଯିବ।

ଏହା ଉପଭୋକ୍ତାଙ୍କୁ ବେଶ ସହାୟକ ହେବ। ଯାହାଫଳରେ ଗ୍ରାହକମାନେ ସହଜରେ ଗ୍ୟାସ୍ ବୁକିଂ ସହ ନୂଆ କନେକ୍ସନ ନେଇପାରିବେ। ନୂଆ କନେକ୍ସନ ଏବଂ ନୂଆ କନେକ୍ସନ ଲାଗି ସ୍ଥାନୀୟ ଡିଲରଙ୍କ ସହ ଯୋଗାଯୋଗ କରିବାକୁ ପଡୁଥିଲା। କିନ୍ତୁ ଏବେ ଘ​‌ରେ ବସି ସହଜରେ ସୁବିଧା ପାଇ ପାରିବେ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଗ୍ୟାସ୍ ସିଲିଣ୍ଡର
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026
Latest News

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.