Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଁ ବି ଚୌକିଦାର କ୍ୟାମ୍ପେନରେ ମୋଦୀ,  ୫ ବର୍ଷର ସଫଳତାର ଶ୍ରେୟ ଜନତାଙ୍କୁ ଦେଲେ
ଆଜିର ଖବର

ମୁଁ ବି ଚୌକିଦାର କ୍ୟାମ୍ପେନରେ ମୋଦୀ,  ୫ ବର୍ଷର ସଫଳତାର ଶ୍ରେୟ ଜନତାଙ୍କୁ ଦେଲେ

March 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ ଅନ୍ତର୍ଗତରେ ସାରା ଦେଶର ପାଞ୍ଚଶହ ଜାଗାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି  ଗତ ପାଞ୍ଚ ବର୍ଷର ସଫଳତାରେ ଜନତାଙ୍କ ଭାଗିଦାରୀ  ରହିଛି ବୋଲି କହିଛନ୍ତି। ପିଏମ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜନତା ଚୌକିଦାର ହୋଇଛନ୍ତି ସେଥିପାଇଁ ସ୍ୱଚ୍ଛତା ଆନ୍ଦୋଳନ ଆଜି ସାରା ଦେଶରେ ବ୍ୟାପିଛି। କର୍ତ୍ତବ୍ୟ ଏବଂ ଅଧୀକାର ମଧ୍ୟରେ ସନ୍ତୁଳନ ରହିବା ଦରକାର। ପିଏମ ମୋଦୀ କହିଛନ୍ତି ଚୌକିଦାର ଅର୍ଥ ଟୋପୀ ପିନ୍ଧି ୱିସିଲ ବଜାଇବା ନୁହେଁ। କିନ୍ତୁ କଂଗ୍ରେସର କେତେକ ନେତା ନିଜର ମନ୍ଦ ବୁଦ୍ଧି ପାଇଁ ଏହା ଭାବୁଛନ୍ତି। ୨୦୧୯ ରେ ଯେତେବେଳେ ସେ ଶପଥ ଗ୍ରହଣ କରିବେ, ସେହି ସମୟରେ ସେ ଏକାକୀ ଶପଥ ଗ୍ରହଣ କରିବେନି,୧୩୦କୋଟି ଭାରତୀୟ ସେହି ଶପଥ ନେବେ ବୋଲି ମୋଦି କହିଛନ୍ତି।

campaign mainbhichowkidar Modi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026
Latest News

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.