Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁବାର ଦିନ କରନ୍ତୁ ଏହି ଚାରୋଟି ନିୟମ, ସଫଳତା ଉପରେ ସଫଳତା ହେବାର ସମ୍ଭାବନା
ଆଜିର ଖବର

ଗୁରୁବାର ଦିନ କରନ୍ତୁ ଏହି ଚାରୋଟି ନିୟମ, ସଫଳତା ଉପରେ ସଫଳତା ହେବାର ସମ୍ଭାବନା

January 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁରୁବାର ଦିନ କରନ୍ତୁ ଏହି ଚାରୋଟି ନିୟମ, ସଫଳତା ଉପରେ ସଫଳତା ହେବାର ସମ୍ଭାବନା

ନୂଆଦିଲ୍ଲୀ, ପ୍ରତି ଗୁରୁବାର ଦିନ ଅନେକଙ୍କ ପାଇଁ ବେଶ୍ ମହତ୍ବପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗୁରୁବାର ଦିନଟି ଗୁରୁତ୍ବ ରହିଛି। ସେଥିପାଇଁ ଅନେକ ଗୁରୁବାର ଦିନ କେବେ ବି ଆମିଷ ଭକ୍ଷଣ କରନ୍ତି ନାହିଁ। ଏପରିକି ଗୁରୁବାର ଦିନଟି ପୂଜାପାଠରେ ନିଜକୁ ନିୟୋଜିତ ରଖନ୍ତି। ଏଥିସହିତ ଗୁରୁବାର ଦିନ ମାତ୍ର ଚାରୋଟି କଥା ଧ୍ୟାନ ଦେଲେ ତାହା ବହୁ ମାତ୍ରାରେ ସଫଳତା ପ୍ରଦାନ କରିଥାଏ।

  1. ଝିଅମାନେ ଅଧିକାଂଶ ସମୟରେ ହାତରେ ସବୁଜ ଚୁଡି ଏବଂ ପ୍ରତି ଗୁରୁବାର ଦିନ ହଳଦିଆ ଏବଂ ଶୁକ୍ରବାର ଦିନ ଧଳା ପୋଷାକ ପିନ୍ଧିବା ଉଚିତ୍
  2. ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଶୁକ୍ଲ ପକ୍ଷ ଗୁରୁବାର ଦିନ ‘ଓଁ ଲକ୍ଷ୍ମୀ ନାରାୟଣ ନାମଃ ଜପ କରନ୍ତୁ ଏବଂ ପ୍ରତି ଗୁରୁବାର ଦିନ 3 ମାସ ପର୍ଯ୍ୟନ୍ତ ମନ୍ଦିରେ ଭୋଗ ନୈବେଦ୍ୟ ପ୍ରଦାନ କରନ୍ତୁ
  3. ଗୁରୁବାର ଦିନ କୃଷ୍ଣ ମନ୍ଦିରରେ ବଂଶୀ ଏବଂ ପାନ ଅର୍ପଣ କଲେ ଶୁଭ ଫଳ ମିଳିଥାଏ
  4. ଇଚ୍ଛାକୃତ ପ୍ରେମ ବିବାହ ପାଇଁ ରାଧାଙ୍କ ସହିତ ଭଗବାନ କୃଷ୍ଣଙ୍କର ଫଟୋରେ ସ୍ନେହପୂର୍ଣ୍ଣ ଭାବେ ଧ୍ୟାନ କରନ୍ତୁ

ଗୁରୁବାର
Share. Facebook Twitter LinkedIn Email WhatsApp Copy Link

Related Posts

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Latest News

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.