
ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି କରିଛନ୍ତି। ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ। ଆସନ୍ତା ୪ ବର୍ଷ ଲାଗି ପ୍ର. ସଞ୍ଜୟ କୁମାର ନାୟକଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସେ ଚେନ୍ନାଇ ସିପେଟର ଚିଫ ଏକାଡେମିକ ଅଫିସର ଥିଲେ।
Tags: ନୂତନ କୁଳପତି, ରେଭେନ୍ସା ମହାବିଦ୍ୟାଳୟ