Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୁଚୁରା ଖାଦ୍ୟ ବ୍ୟବସାୟରେ ୨୪୦ କୋଟି ନିବେଶ କରିବ ଆମାଜନ୍‌
ଆଜିର ଖବର

ଖୁଚୁରା ଖାଦ୍ୟ ବ୍ୟବସାୟରେ ୨୪୦ କୋଟି ନିବେଶ କରିବ ଆମାଜନ୍‌

April 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
amazon investments in indian market
amazon investments rupees 240 crore in indian market

ଆମାଜନ୍‌ ରିଟେଲ୍‌ ଇଣ୍ଡିଆ (ଏଆର୍‌ଆଇପିଏଲ) ପକ୍ଷରୁ ଭାରତୀୟ ବଜାରରେ ୨୪୦ କୋଟି ନିବେଶ କରିବାକୁ ଯାଉଛି। ଆମାଜନ୍‌ କର୍ପୋରେଟ୍‌ ହୋଲ୍‌ଡିଂ, ସିଙ୍ଗାପୁର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ଖୁଚୁରା ବ୍ୟବସାୟରେ ନିବେଶ କରାଯିବ ବୋଲି ଆମାଜନ୍‌ ପକ୍ଷରୁ କୁହାଯାଇଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଏବଂ ଇ କମର୍ସ ଜରିଆରେ ଏହି ନିବେଶ କରାଯିବ ବୋଲି କୁହାଯାଇଛି। ଏହା ସହିତ ଆମାଜନ୍‌ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଇ କମର୍ସ ଏଫ୍‌ଡିଆଇ ପାଇଁ କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ଭାରତରେ ନିବେଶ କରିବା ପାଇଁ କମ୍ପାନୀ ଆଗ୍ରହୀ ବୋଲି କୁହାଯାଇଛି। ଏହି ନିବେଶ ଦ୍ବାରା କମ୍ପାନୀ ଖୁଚୁରାରେ ଜିନିଷ କିଣିବା ପରେ ଅନ୍‌ଲାଇନ୍‌ରେ ବିକ୍ରୟ କରାଯିବ। ଅନ୍‌ଲାଇନ୍‌ ଗ୍ରୋସରୀ ସାମଗ୍ରୀ ବିତରଣ ପାଇଁ କମ୍ପାନୀ ସଫ୍ଟବ୍ୟାଙ୍କ, ଅଲିବାବା ଏବଂ ଫ୍ଲିପ୍‌କାର୍ଟ ସହିତ ଚୁକ୍ତି କରିଛି। ଏହା ସହିତ ଆମାଜନ୍‌ର ପ୍ରାଇମ୍‌ ସେବା ଦ୍ବାରା ମାତ୍ର ୨ ଘଣ୍ଟା ମଧ୍ୟରେ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚିଛି।

india thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026
Latest News

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.