Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶଶୀକଳାଙ୍କ ବାୟୋପିକ୍‌ ନିର୍ମାଣ କରିବେ ଆର୍‌ଜିଭି
ଆଜିର ଖବର

ଶଶୀକଳାଙ୍କ ବାୟୋପିକ୍‌ ନିର୍ମାଣ କରିବେ ଆର୍‌ଜିଭି

April 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rgv to make sasikala biopic
rgv to make sasikala biopic

ଶଶୀକଳାଙ୍କ ଜୀବନକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବିବାଦୀୟ ଫିଲ୍ମମେକର ରାମଗୋପାଳ ବର୍ମା । ନିଜର ଫିଲ୍ମ ଲକ୍ଷ୍ମୀ ଏନ୍‌ଟିଆରର ସଫଳତା ଅବସରରେ ଏହି ଘୋଷଣା କରିଛନ୍ତି ବର୍ମା । ଟ୍ବିଟ୍ଟରରେ ଏ ନେଇ ଏକ ଫଟୋ ସେୟାର କରିବା ସହିତ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡିଛି । ଫିଲ୍ମର ପୋଷ୍ଟରରେ ଶଶୀକଳା ନଟରାଜନ ଏବଂ ଭୂତପୂର୍ବ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଫଟୋ ରହିଛି । ଏହି ଫିଲ୍ମରେ ଶଶୀକଳା ଏବଂ ଜୟଲଳିତାଙ୍କ ବନ୍ଧୁତ୍ବକୁ ପ୍ରାଧାନ୍ୟ ଦିଆଯିବ । ଏହା ସହିତ ଶଶୀକଳାଙ୍କ ଜେଲ୍‌ ଜୀବନ ଏବଂ ମନାରଗୁଡି ଗ୍ୟାଙ୍ଗ ସମ୍ପର୍କରେ  ମଧ୍ୟ ଦେଖାଯିବ ବୋଲି ଜଣାପଡିଛି । ଫିଲ୍ମର କଳାକାରଙ୍କ ସମ୍ପର୍କରେ ବର୍ମା କୌଣସି ସୂଚନା ଦେଇନଥିବା ବେଳେ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି । ନିକଟରେ ଅଭିନତ୍ରୀ କଙ୍ଗନା ରଣାଓ୍ବତ ଜୟଲଳିତାଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ନେଇ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

February 6, 2026

ଭୁବନେଶ୍ୱରରେ ଆରମ୍ଭ ହୋଇଛି ବ୍ଲାକ୍ ସ୍ଵାନ୍ ଶିଖର ସମ୍ମିଳନୀ

February 6, 2026

ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ

February 6, 2026

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026
Latest News

ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ନେଇ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

February 6, 2026

ଭୁବନେଶ୍ୱରରେ ଆରମ୍ଭ ହୋଇଛି ବ୍ଲାକ୍ ସ୍ଵାନ୍ ଶିଖର ସମ୍ମିଳନୀ

February 6, 2026

ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୬ ଉଦଯାପିତ

February 6, 2026

ରାଶିଫଳ: ଆଜି ୬ ଫେବୃୟାରୀ ଶୁକ୍ରବାରରେ ଏହି ରାଶିଗୁଡିକର ରହିଛି ରାଜାଯୋଗ, ଚମକିବ ଭାଗ୍ୟ

February 6, 2026

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.