Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ମଜଦୂର ସଙ୍ଘ୍ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ
ଆଜିର ଖବର

ଭାରତୀୟ ମଜଦୂର ସଙ୍ଘ୍ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

February 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ସଂଘ ପ୍ରଭାରୀ, ସଂଘ ର କର୍ମକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା, ଦେବେନ୍ଦ୍ର ପଟ୍ଟଯୋଶୀ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓଡିଶା ଭାରତୀୟ ମଜଦୂର ସଂଘ, ବିଏମଏସର ଓଡିଶା ପ୍ରଦେଶର ସମ୍ପାଦକ ଯୋଗେଶ୍ୱର ଦାସ, ବିଏମଏସ ପଶ୍ଚିମ ଓଡିଶା ସମ୍ପାଦକ ଅରୁଣ ସାହୁ, ଜ଼ିଲ୍ଲା ସଭାପତି ବିଶ୍ୱ ରଞ୍ଜନ ସା, ଦୀନେଶ ଅଗ୍ରୱାଲ, ଜୟନ୍ତ ପଣ୍ଡା, ସୁରେନ୍ଦ୍ର କର, ଝୁନୁପମା ଶତପଥି ଅଙ୍ଗନବାଡି ୱାର୍କରସ ସଂଘ ର ଜ଼ିଲ୍ଲା ସଭାନେତ୍ରୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ ସମାଜ ସେବି ଗୋଲାମୁଣ୍ଡା, ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଅତିଥି ରହି ଥିବା ବେଳେ ସୁରେନ୍ଦ୍ର କର ସଭା ଟିକୁ ପରିଚାଳନା କରି ଥିଲେ।

ସଭା ଆରମ୍ଭ କରିବା ପୂର୍ବରୁ ଭାରତ ମାତାର ସ୍ଲୋଗାନ ଦେଇ ଭାରତ ମାତା, ପ୍ରଭୁ ବିଶ୍ୱକର୍ମା, ବିଏମଏସ ର ଜନ୍ମ ଦାତା ବାବୁ ରାୟ ତନ୍ତେପନ୍ତେ ଠେଁଙ୍ଗଡ଼ି ଜି ପ୍ରତିମୂର୍ତ୍ତି ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଂଘର କାର୍ଯ୍ୟକ୍ରମକୁ ଆଗକୁ ବଢ଼ା ଯାଇଥିବା ସହିତ ନୂତନ ଭାବରେ କର୍ମକର୍ତ୍ତାମାନ ଚୟନ କରାଯାଇଥିଲା।

ଅଧିବେଶନ ଉପରେ ବିଭିନ୍ନ ବ୍ଲକ ରୁ ଆସିଥିବା କେତେକ ମଜଦୂର ଭାଇ ମାନଂକୁ ମଜଦୂର ପ୍ରମାଣ କାର୍ଡ ବଣ୍ଟନ କରାଯାଇ ଥିଲା। ଏହି ସଭାଟିକୁ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମଜଦୂର ଭାଇମାନେ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରୁ ଅଙ୍ଗନବାଡି ସଂଘର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଜସ୍ମିନ ନାଏକ, ଧର୍ମଗଡ ବ୍ଲକ ଅଙ୍ଗନବାଡି ସଂଘର ସମ୍ପାଦିକା ପାର୍ବତୀ ଜାଲ, ସରୋଜିନୀ ଖମାରୀ, କୋକସରା ବ୍ଲକ ସଭାନେତ୍ରୀ ଦମୟନ୍ତୀ ଵେଶ୍ରା ଓ ତୁଳସୀ ଵେଶ୍ରା ଓଗୋଲାମୁଣ୍ଡା ବ୍ଲକ ସଭାନେତ୍ରୀ ହସ୍ତା ସେଠୀଆ ଓ ଜୁନାଗଡ ବ୍ଲକ ସଭାନେତ୍ରୀ ସଂଜୀବନୀ ପାଢୀ, ଜ଼ିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଉପସ୍ଥିତ ରହି ସଭା ଟିକୁ ପରିଚାଳନା କରିବାରେ ପୂର୍ଣ୍ଣ ସହ ଯୋଗ କରି ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.