Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିର ହାଇଭୋଲଟେଜ୍‌ ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା
ଆଜିର ଖବର

ୟୁପିର ହାଇଭୋଲଟେଜ୍‌ ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା

April 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bjp candidate declare against up high profile seat
bjp candidate declare against up high profile seat

ୟୁପିର ହାଇପ୍ରୋଫାଇଲ ଆସନ କହୁଯାଉଥିବା ଆଜମଗଡ, ମେନପୁରୀ, ଏବଂ ରାୟବରେଲି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ମେନପୁରୀରୁ ଏସପିର ସଂସ୍ଥାପକ ମୁଲାୟମ ସିଂହ ୟାଦବ ନିର୍ବାଚନ ଲଢୁଛନ୍ତି, ତାଙ୍କ ବିରୋଧରେ ବିଜେପି ପ୍ରେମ ସିଂହ ଶାକ୍ୟଙ୍କୁ ଟିକେଟ ଦେଇଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ତାଲିକାରେ ଆଜମଗଡରୁ ଭୋଜପୁରୀ ଫିଲ୍ମ ଷ୍ଟାର ଦିନେଶ ଲାଲ ୟାଦବ “ନିରହୁଆ”କୁ ଟିକେଟ ଦେଇଛି । ଏହି ଆସନରୁ ଏସପି ଅଧ୍ୟକ୍ଷ ଅଖିଳେଶ ସିଂହ ୟାଦବ ନିର୍ବାଚନ ଲଢୁଛନ୍ତି । ଏହାଛଡା ବିଜେପି ରାୟବରେଲି ଆସନରେ କଂଗ୍ରେସର ସୋନିଆ ଗାନ୍ଧୀଙ୍କ ବିରୋଧରେ ଦିନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି । ଦିନେଶ ପ୍ରତାପ ସିଂହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ଏହି ନୂଆ ଲିଷ୍ଟରେ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଯେଉଁଥିରେ ଉତ୍ତର ପ୍ରଦେଶ ପାଇଁ ୫ ଜଣ ଏବଂ ମହାରାଷ୍ଟ୍ରର ପାଇଁ ଜଣଙ୍କ ନାଁ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025

ଅଯୋଧ୍ୟା ଦୀପୋତ୍ସବରେ ରେକର୍ଡ, ୨୩ କୋଟିରୁ ଅଧିକ ଲୋକଙ୍କ ଆଗମନ, ଜଳିବ ୨୮ ଲକ୍ଷ ଦୀପ

October 19, 2025

ଚର୍ଚ୍ଚାରେ ବିଜୟଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ: ଅଭିନନ୍ଦନ ମିଳିବା ପରେ ଅଭିନେତ୍ରୀଙ୍କ ଆସିଲା ପ୍ରତିକ୍ରିୟା

October 19, 2025
Latest News

ଅନ୍ତ୍ୟୋଦୟ ଗୃହ ଯୋଜନା: ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

October 19, 2025

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025

ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡିଲା: ତୁର୍କୀକୁ ବୁଦ୍ଧି ଶିଖାଇଲେ ଭାରତୀୟ

October 19, 2025

‘ମେଣ୍ଟ ଭାଙ୍ଗିବା ବନ୍ଦ କରନ୍ତୁ ଲାଲୁ ଯାଦବ’: ଏଭଳି କାହିଁକି ଆକ୍ରମଣ କଲେ ପପୁ ଯାଦବ?

October 19, 2025

ଦୀପାବଳିରେ କେଉଁ ଗ୍ରହ ସବୁଠାରୁ ସକ୍ରିୟ?, କେଉଁ ରାଶିର ଲୋକମାନେ ଭାଗ୍ୟବାନ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.