Keral Election: କେରଳରେ ଆସନ୍ତା ଏପ୍ରିଲ 6 ତାରିଖ 2021ରେ ହେବ ନିର୍ବାଚନ। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି। କେରଳରେ ମୋଟ 140ଟି ଆସନ ରହିଛି। ଏଠାରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସମସ୍ୟା ନ ଥିବାରୁ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ କରାଯାଉଛି। ମେ 2 ତାରିଖରେ ଭୋଟ ଗଣତି ହେବ।