Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ସାମିଲ୍‌ ହେଲେ ପ୍ରବୀଣ ନିଷାଦ, ବିଜେପି ତରଫରୁ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ପ୍ରବୀଣ ନିଷାଦ, ବିଜେପି ତରଫରୁ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ

April 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
prabin nishad join in bjp
prabin nishad join in bjp

ନିକଟରେ ସମାଜବାଦୀ ପାର୍ଟିଠାରୁ ସମ୍ପର୍କ ଛିନ୍ନ କରିଥିବା ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛି। ପୂର୍ବରୁ ବିଜେପି ସହ ବିଲୟ ହେବ ବୋଲି ଖବର ଥିଲା, କିନ୍ତୁ ବିଜେପି ନେତା ଜେପି ନଡ୍ଡା କହିଛନ୍ତି ଯେ, ରାଷ୍ଟ୍ରୀୟ ନିଷାଦ ପାର୍ଟି ଏନ୍‌ଡିଏର ସହଯୋଗୀ ଦଳ ଭାବେ ରହିବେ ବୋଲି ଘୋଷଣା କରିଛନ୍ତି। ନିଷାଦ ପାର୍ଟିର ସଂସ୍ଥାପକ ସଞ୍ଜୟ ନିଷାଦଙ୍କ ପୁତ୍ର ପ୍ରବୀଣ ନିଷାଦ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ହାସଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରବୀଣ ନିଷାଦ ଭାରତୀୟ ଜନତା ପାର୍ଟି ତରଫରୁ ଗୋରଖପୁରର ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ଏହି ଅବସରରେ ଜେପ୍ପି ନଡ୍ଡା କହିଛନ୍ତି ଯେ, ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ପରେ ପୂର୍ବାଞ୍ଚଳରେ ବିଜେପିର ସ୍ଥିତି ଆହୁରି ସୁଦୃଢ ହେବ। ସେହିପରି ନିଷାଦ ପାର୍ଟିର ଅଧ୍ୟକ୍ଷ ସଂଜୟ ନିଷାଦ କହିଛନ୍ତି ଯେ, ଏବେ ୟୁପିରେ ରାମ ରାଜ୍ୟ ସହ ନିଷାଦରାଜ୍ୟ ମଧ୍ୟ ଚାଲିବ। ଏହି ମେଣ୍ଟ ମୋଦିଙ୍କୁ ଦ୍ବିତୀୟଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଜୋରସୋର୍‌ରେ ପ୍ରୟାସ କରିବ। ପ୍ରବୀଣ ନିଷାଦ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁର ଆସନରେ ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ଲଢି ଜିଣିଥିଲେ।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025
Latest News

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.