Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

March 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ପାଣ୍ଡୁଲିପି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂ ମଧ୍ୟ ଉପସ୍ଥିତ ରହିବେ ।

ଶ୍ରୀମଦ୍ ଭଗବଦଗୀତା : ମୂଳ ହସ୍ତଲିପିରେ ବିରଳ ଏକାଧିକ ସଂସ୍କୃତ ବ୍ୟାଖ୍ୟା

ସାଧାରଣତଃ ଶ୍ରୀମଦ୍ ଭଗବଦଗୀତା ଗୋଟିଏ ବ୍ୟାଖ୍ୟା ସହିତ ପଢିବା ଲାଗି ଉପଲବ୍ଧ ହୋଇଥାଏ । ପ୍ରଥମ ଥର ପାଇଁ, ଶ୍ରୀମଦ୍ ଭଗବଦଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ଵାନମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟାଗୁଡିକୁ ସଂକଳିତ କରାଯାଇଛି । ଧର୍ମାର୍ଥ ଟ୍ରଷ୍ଟ ଦ୍ଵାରା ପ୍ରକାଶିତ ପାଣ୍ଡୁଲିପିରେ ଶଙ୍କର ଭାଷ୍ୟ ଠାରୁ ଭାସାନୁବାଦ ପର‌୍ୟ୍ୟନ୍ତ ଭାରତୀୟ ହସ୍ତଲିପିର ଅସାଧାରଣ ବିବିଧତା ଏବଂ ଅତି ସୂକ୍ଷ୍ମ ବିଶ୍ଳେଷଣ ଉଲ୍ଲେଖ କରାଯାଇଛି । ଡକ୍ଟର କରଣ ସିଂ ଜମ୍ମୁ ଏବଂ କଶ୍ମୀର ଧର୍ମାର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ଟ୍ରଷ୍ଟି ଅଛନ୍ତି ।

ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025
Latest News

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.