ଶୁକ୍ରବାରରେ ଏହି ରାଶିର ବ୍ୟକ୍ତିମାନଙ୍କର କାର୍ଯ୍ୟରେ ସୃଷ୍ଟି ହେବ ବାଧା

Published: Apr 2, 2021, 12:13 am IST

ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ ରୁହନ୍ତୁ। ଆପଣଙ୍କର କାମ ଅଧିକ ଧ୍ୟାନ ଆବଶ୍ୟକ କରେ।

ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ।  କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ ।  ଚିନ୍ତା ଏବଂ ଟେନସନ ରହିବ।  ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ ।  ଧର୍ଯ୍ୟ ଧରନ୍ତୁ ।  ବେକାର କାମରୁ ଦୂରେଇ ରୁହନ୍ତୁ ।  ଅନାବଶ୍ୟକ ଲୋକମାନେ ଅସୁବିଧା ସୃଷ୍ଟି କରିପାରନ୍ତି।  ଅନ୍ୟର ବିବାଦ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।

Related posts