Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଜି ୨ ହଜାର ୯୮୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟରେ ଆଜି ୨ ହଜାର ୯୮୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

April 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୫୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୬୩୧, ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଜଣ, ଅନୁଗୁଳ ୬୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୮୩ ଜଣ, ବରଗଡ ଜିଲ୍ଲାରୁ ୧୨୬ ଜଣ, ଭଦ୍ରକ ଜିଲ୍ଲାରୁ ୩୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୧୦ ଜଣ, ବୌଦ୍ଧ ଜିଲ୍ଲାରୁ ୧୦ ଜଣ, କଟକ ୨୦୮ ଜଣ, ଦେବଗଡ ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୬୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪ ଜଣ, ଯାଜପୁର ଜିଲ୍ଲାରୁ ୫୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୮୪ ଜଣ, କଳାହାଣ୍ଡିରୁ ୨୬୦ ଜଣ, କନ୍ଧମାଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୭୭ ଜଣ, କୋରାପୁଟ ଜିଲ୍ଲାରୁ ୧୪ ଜଣ, ମାଲକାନାଗିରି ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୮ ଜଣ, ନବରଂଗପୁର ଜିଲ୍ଲାରୁ ୪୩ ଜଣ, ନୟାଗଡ ଜିଲ୍ଲାରୁ ୧୨ ଜଣ, ନୂଆପଡା ଜିଲ୍ଲାରୁ ୧୫୧ ଜଣ, ପୁରୀ ଜିଲ୍ଲାରୁ ୧୧୨ ଜଣ, ରାୟଗଡା ଜିଲ୍ଲାରୁ ୨୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୮ ଜଣ, ସୋନପୁର ଜିଲ୍ଲାରୁ ୬ ଜଣ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତ ଚିହ୍ନଟ ଓଡିଶା କରୋନା ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

IFFI 2025: ଭବ୍ୟ ଏବଂ ଐତିହାସିକ ପରେଡ ସହିତ ଶୁଭାରମ୍ଭ ହେବ ଆଇଏଫଏଫଆଇ ୨୦୨୫

November 20, 2025

Reliance Consumer Products: ପୋଷା ପ୍ରାଣୀ ଖାଦ୍ୟ ବଜାରରେ ପ୍ରବେଶ କଲା ରିଲାଏନ୍ସ

November 20, 2025

୪୭ତମ ଅଖିଳ ଭାରତୀୟ ରେଳବାଇ ବ୍ରିଜ୍ ଚାମ୍ପିଅନସିପ୍: ଜାଣନ୍ତୁ ଶ୍ରେଷ୍ଠ ଦଳ କିଏ?

November 20, 2025

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

November 20, 2025
Latest News

ଆଉ କିଛି ସମୟ ପରେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର

November 20, 2025

IFFI 2025: ଭବ୍ୟ ଏବଂ ଐତିହାସିକ ପରେଡ ସହିତ ଶୁଭାରମ୍ଭ ହେବ ଆଇଏଫଏଫଆଇ ୨୦୨୫

November 20, 2025

Reliance Consumer Products: ପୋଷା ପ୍ରାଣୀ ଖାଦ୍ୟ ବଜାରରେ ପ୍ରବେଶ କଲା ରିଲାଏନ୍ସ

November 20, 2025

୪୭ତମ ଅଖିଳ ଭାରତୀୟ ରେଳବାଇ ବ୍ରିଜ୍ ଚାମ୍ପିଅନସିପ୍: ଜାଣନ୍ତୁ ଶ୍ରେଷ୍ଠ ଦଳ କିଏ?

November 20, 2025

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

November 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.