ଭୁବନେଶ୍ବର: ରାଜ୍ୟରେ ଏଏସଆଇ ଦ୍ଵାରା ପରିଚାଳିତ ସବୁ କୀର୍ତ୍ତିରାଜିସ୍ଥଳୀକୁ ବନ୍ଦ ଘୋଷଣା କରାଯାଇଛି। ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ କୀର୍ତ୍ତିରାଜିସ୍ଥଳୀକୁ ବନ୍ଦ ପାଇଁ ଏଏସଆଇ ଘୋଷଣା କରିଛି। କୋଣାର୍କ ସୂର୍ଯ୍ୟମନ୍ଦିର, ରାଜରାଣୀ ମନ୍ଦିର ଆଦି ବନ୍ଦ ରଖିବାକୁ ଏଏସଆଇ ଘୋଷଣା କରିଛି। ଏଏସଆଇ
ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀDecember 13, 2025