Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଦିଙ୍କ ଗଡ଼ରେ ଦିଦିଙ୍କୁ ମୋଦିଙ୍କ ସମାଲୋଚନା  : ମମତା ବଙ୍ଗଳାବାସୀଙ୍କୁ ଧୋକା ଦେଇଛନ୍ତି
ଆଜିର ଖବର

ଦିଦିଙ୍କ ଗଡ଼ରେ ଦିଦିଙ୍କୁ ମୋଦିଙ୍କ ସମାଲୋଚନା  : ମମତା ବଙ୍ଗଳାବାସୀଙ୍କୁ ଧୋକା ଦେଇଛନ୍ତି

April 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
modi criticized maamta
ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସିଧା ନିଶାନା କରିଛନ୍ତି। ପଶ୍ଚିମବଙ୍ଗଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦି ମମତା ପଶ୍ଚିମବଙ୍ଗବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି କହିଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗର ବିକାଶରେ ବାଧକ ହୋଇଛନ୍ତି। ସେ ରାଷ୍ଟ୍ରବିରୋଧୀଙ୍କୁ ସମର୍ଥକ କରୁଛନ୍ତି। ମୋଦି ମମତା ବାନାର୍ଜୀ ଏବଂ ନ୍ୟାସନାଲ୍‌ କନ୍‌ଫରେନ୍ସ ସହିତ ଗଠବନ୍ଧନକୁ ମଧ୍ୟ କଟାକ୍ଷ କରିଛନ୍ତି। ମୋଦି ସମାଲୋଚନା କରି କହିଛନ୍ତି ଯେ, ସେ ସେଇମାନଙ୍କ ସାଥ୍‌ ଦେଉଛନ୍ତି, ଯେଉଁମାନେ ଭାରତରେ ଦୁଇ ଦୁଇଜଣ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ସତ୍ତାକୁ ଆସିଲେ ଜମ୍ମୁକାଶ୍ମୀରରେ ନିଜର ଏକ ପ୍ରଧାନମନ୍ତ୍ରୀ ହେବ ବୋଲି କହିଥିଲେ। ସେହିପରି କଂଗ୍ରେସ ଉପରେ ଟାର୍ଗେଟ୍‌ କରି ମୋଦି କହିଛନ୍ତି ଯେ, କଂଗ୍ରେସର ଅକ୍ଷମତା ପାକିସ୍ତାନକୁ ଏଭଳି  କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ଦେଇଛି। ସେହିପରି ମମତାକୁ ସମାଲୋଚନା କରି ପଶ୍ଚିମବଙ୍ଗବାସୀ ମମତାଙ୍କ ଶାସନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ମୋଦି ନାରା ସ୍ପିଡ୍‌ ବ୍ରେକର୍‌ ଦିଦିଙ୍କ ରାତିର ନିଦ ଉଡାଇ ଦେଉଛି। ଦିଦି ପଶ୍ଚିମବଙ୍ଗ ବିକାଶର ସ୍ପିଡ୍‌ ବ୍ରେକର୍‌ ପରି କାମ କରୁଛନ୍ତି। ମମତା କେନ୍ଦ୍ରୀୟ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ପ୍ରଚଳନ ନ କରାଇ ଗରିବଙ୍କ ସହ ଧୋକ୍କା କରିଛନ୍ତି ବୋଲି କହିଛନ୍ତି ମୋଦି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.