Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗୀ ସରକାରର କାର୍ଯ୍ୟକୁ ସମୀକ୍ଷା କରି ଦିଲ୍ଲୀ ଫେରିଲେ ଶୀର୍ଷ ନେତା: ଏଭଳି ରଖିଲେ ଫିଡବ୍ୟାକ୍
ଆଜିର ଖବର

ଯୋଗୀ ସରକାରର କାର୍ଯ୍ୟକୁ ସମୀକ୍ଷା କରି ଦିଲ୍ଲୀ ଫେରିଲେ ଶୀର୍ଷ ନେତା: ଏଭଳି ରଖିଲେ ଫିଡବ୍ୟାକ୍

June 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା
୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ସରକାରର କାର୍ଯ୍ୟକୁ ସମୀକ୍ଷା କରି ଶୀର୍ଷ ନେତାମାନେ ଦିଲ୍ଲୀ ଫେରିଛନ୍ତି। ସମୀକ୍ଷା ପରେ ଯୋଗୀ ସରକାରର କାର୍ଯ୍ୟକୁ ଦଳର ଏହି ଶୀର୍ଷ ନେତାମାନେ ସନ୍ତୋଷବ୍ୟକ୍ତ କରିଛନ୍ତି।

ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ବିଏଲ ସନ୍ତୋଷ କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଲ ଭାବେ କାବୁ କରିଛନ୍ତି। ପାଞ୍ଚ ସପ୍ତାହ ଭିତରେ ଦୈନିକ ସଂକ୍ରମଣ ମାମଲାକୁ ୯୩ ପ୍ରତିଶତ ହାରରେ କମ କରାଯାଇଛି।

ସେ ଆହୁରି କହିଛନ୍ତି ଯେ, ୨୦ କୋଟି ଜନସଂଖ୍ୟା ବିଶିଷ୍ଠ ରାଜ୍ୟରେ କରୋନା ସଂକ୍ରମଣକୁ ଭଲ ଭାବେ ଯୋଗୀ ଆଦିତ୍ୟନାଥ କାବୁ କରିଛନ୍ତି। ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ୧.୫ କୋଟି ଜନସଂଖ୍ୟା ବିଶିଷ୍ଠ ସହରକୁ କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି, ହେଲେ ଯୋଗୀ ସରକାର କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି।

ଉତ୍ତର ପ୍ରଦେଶ ବିଜେପି ସରକାର ଯୋଗୀ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026
Latest News

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.