Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି
ଆଜିର ଖବର

କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି

July 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି

ଭୁବନେଶ୍ବର, କୋଭଡି ଆଇନ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ବିଶେଷ କରି ମଦ ଦୋକାନ ଉପରେ ଆଜି ଚଢାଉ କରିଛି ବିଏମସିର ସ୍ବତନ୍ତ୍ର ଟିମ। ମଦ ଦୋକାନୀ କୋଭିଡ ଆଇନ ଉଲ୍ଲଘଂନ କରି ମଦ ବିକ୍ରି କରୁଥିବାରୁ 4ଟି ମଦ ଦୋକାନକୁ ସିଲ କରାଯାଇଛି। ସେଗୁଡିକ ହେଲା ବରମୁଣ୍ଡା, ନାକାଗେଟ ଛକ, ଷ୍ଟୁଡିଓ ଛକ ଏବଂ ନୟାପଲ୍ଲୀ ମଦ ଦୋକାନ।

ସେହିପରି ବିଏମସି ତରଫରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରିଛି। ସେମାନଙ୍କ ମଧ୍ୟରେ 10ଟି ମାଛମାଂସ ଦୋକାନ କରୋନା କଟକଣା ଉଲ୍ଲଘଂନ ନେଇ ସିଲ କରାଯାଇଛି। ସେଥିମଧ୍ୟରେ ରହିଛି ସିଟି ମହିଳା ମହାବିଦ୍ୟାଳୟ ରୋଡ ଏବଂ ରୋଣ୍ଟାଲ ପଟାଶ ଛକ। ଏହି ଦୋକାନଗୁଡିକରୁ 10 ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି ମଦ ଦୋକାନଗୁଡିକରୁ 37 ହଜାର ଜରିମାନ ଆଦାୟ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ରାଷ୍ଟ୍ରପତିଙ୍କ ଇସ୍ତଫା ଚର୍ଚ୍ଚା

June 1, 2026

ପୋଲିସ ମାଡରେ ଯୁବକ ମୃତ୍ୟୁ !

June 1, 2026

ଚଳନ୍ତା ଆମ୍ବୁଲାନ୍ସ ରେ ନିଆଁ

June 1, 2026

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026
Latest News

ଇରାନ ରାଷ୍ଟ୍ରପତିଙ୍କ ଇସ୍ତଫା ଚର୍ଚ୍ଚା

June 1, 2026

ପୋଲିସ ମାଡରେ ଯୁବକ ମୃତ୍ୟୁ !

June 1, 2026

ଚଳନ୍ତା ଆମ୍ବୁଲାନ୍ସ ରେ ନିଆଁ

June 1, 2026

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.