
ଭୁବନେଶ୍ବର, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ବିଭିନ୍ନ ପଦକ୍ଷେପ। ସେହି ଅନୁସାରେ ମିଶନ ଶକ୍ତି ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ସେହିପରି ଏକ ପଦକ୍ଷେପ ହେଲା ମିସନ ଶକ୍ତି କେଫ୍। ପାରଂପାରିକ ସହିତ ଆଧୁନିକତାର ଏକ ମିଶ୍ରତ ଯୋଜନା ହେଉଛି ମିଶନ ଶକ୍ତି କେଫ୍।

Tags: ମିଶନ ଶକ୍ତି, ମିଶନଶକ୍ତି କେଫ୍